KOREI
ଓଡ଼ିଶା 

ମାଲବାହୀ ରେଳ ଦୁର୍ଘଟଣା ,ଷ୍ଟେସନ ଉପରେ ମାଡିଯାଇ ୩ ମୃତ

ମାଲବାହୀ ରେଳ ଦୁର୍ଘଟଣା ,ଷ୍ଟେସନ ଉପରେ ମାଡିଯାଇ ୩ ମୃତ ଯାଜପୁର ୨୧-୧୧: ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟି ଯାଇଛି ଦୁଖଦଃ ଟ୍ରେନ୍‌ ଦୁର୍ଘଟଣା I ଏକ ମାଲବାହୀ ରେଳ ଲାଇନ୍ଚ୍ୟୁତ ହୋଇ ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୬ଟା ୪୪ ମିନିଟରେ ଏହି ଦୁର୍ଘଟଣା ଘଟିଛି । କୋରେଇ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା ୫୮ ଓ୍ଵାଗନ ବିଶିଷ୍ଟ ମାଲଗାଡ଼ି । ୮ଟି ବଗି ଲାଇନଚ୍ୟୁତ ହୋଇଛି […]
Read More...

Advertisement