korapur
ଜିଲ୍ଲା 

କୋରାପୁଟରେ ୧୨ ଘଣ୍ଟା ବିଦୁ୍ୟତ ବିଚ୍ଛିନ୍ନ, ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରଭାବିତ

କୋରାପୁଟରେ ୧୨ ଘଣ୍ଟା ବିଦୁ୍ୟତ ବିଚ୍ଛିନ୍ନ, ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପ୍ରଭାବିତ କୋରାପୁଟ: ଅକ୍‌ଟୋର ୧୧: ବର୍ଷିକ ରକ୍ଷଣାବେକ୍ଷଣ ପାଇଁ ଗତକାଲି କୋରାପୁଟ ଜିଲ୍ଲାର ୫ ପ୍ରମୁଖ ସହରରେ ବିଦୁ୍ୟତ କାଟ୍‌ କରାଯାଇଛି । ସୁନାବେଡ଼ା ଫିଡରେ ରକ୍ଷଣାବେକ୍ଷଣ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ବିଦୁ୍ୟତ କାଟ ହୋଇଥିଲା । କୋରାପୁଟ, ଜୟପୁର, ସୁନାବେଡ଼ା, ଦାମନଯୋଡି ଓ ସେମିଳିଗୁଡ଼ାରେ ବିଦୁ୍ୟତ ନ ଥିଲା । ଫଳରେ ସାଧାରଣଲୋକ ଯେମିତିସେମିତି ଚଳିଯାଇଥିଲେ । ହେଲେ ଏଥିରେ ସ୍ୱାସ୍ଥ୍ୟ ବିଭାଗରେ ବ୍ୟାପକ ପ୍ରଭାବିତ ହୋଇଥିଲା । କୋରାପୁଟ ବଡ଼ମଡିକାଲ, ଜୟପୁରସ୍ଥିତ […]
Read More...
ଜିଲ୍ଲା  ଓଡ଼ିଶା  କୃଷି 

ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର

ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର ନବରଙ୍ଗପୁର: ସେପ୍‌ଟେମ୍ବର ୧୮: ଓଡ଼ିଶାରେ ମକା ଉତ୍ପାଦନ ବଢ଼ିଛି, କି;ୁ ବିକ୍ରି ପାଇଁ ମିଳୁନି ବଜାର । ରାଜ୍ୟରେ ହେକଫର ପିଛା ପ୍ରାୟ ୨୯ରୁ ୩୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେଉଛି । ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନ ସହିତ ସମାନ । କି;ୁ ମକା ଚାଷ ହେଉଥିବା ଅଞ୍ଚଳରେ ଶୀତଳଭଣ୍ଡାର ନାହିଁ କି ପ୍ରାଥମିକ ପ୍ରସେସିଂ ୟୁନିଟ୍‌ ନାହିଁ । ମଣ୍ଡି ବ୍ୟବସ୍ଥା ମଧ୍ୟ ଦୁର୍ବଳ । ତେଣୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) […]
Read More...

Advertisement