Korapot Headline
ଜିଲ୍ଲା 

ଦରମା ପାଇନାହାଁନ୍ତି ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କର୍ମଚାରୀ

ଦରମା ପାଇନାହାଁନ୍ତି ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ କର୍ମଚାରୀ କୋରାପୁଟ : ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ନର୍ସିଂ ଅଫିସର, ଲାବ୍ରୋଟାରୀ ଟେକ୍ନିସିଆନ ଓ ଫାର୍ମାସିଷ୍ଟ ମାନେ ୩ ମାସ ଦରମା ନପାଇ ଦୁଃଖ କଷ୍ଟରେ ପରିବାର ଚଳାଉଛନ୍ତି । ହସ୍‌ପିଟାଲ ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏନେଇ ସେମାନଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ସୁମନ କୁମାର ସାହୁ, ସନ୍ତୋଷ କୁମାର ନାୟକ, ମାନସ କୁମାର ବାରିକ, ଶିଶିର କୁମାର ପ୍ରଧାନ, ଶେଖର ପ୍ରସାଦ […]
Read More...

Advertisement