Kojhikode airport
ଦେଶ- ବିଦେଶ 

ଅବତରଣ କରିବାର ଦ୍ୱିତୀୟ ପ୍ରୟାସରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହେଲା

ଅବତରଣ କରିବାର ଦ୍ୱିତୀୟ ପ୍ରୟାସରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଗ୍ରସ୍ଥ ହେଲା ନୂଆ ଦିଲ୍ଲୀ: ଅଗଷ୍ଟ ୯: ଦୁବାଇରୁ କୋଜିକୋଡ଼ ଅଭିମୁଖେ ଆସୁଥିବା ଦୁର୍ଘଟଣା ଗ୍ରସ୍ଥ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଟି ନିର୍ଧାରିତ ସମୟ ର ୧୬ ମିନିଟ ପୂର୍ବରୁ ପ୍ରବଳ ବର୍ଷା ଓ କମ୍ ଦୃଶ୍ୟମାନତା ମଧ୍ୟରେ ଅବତରଣ କରିବାକୁ ଚେଷ୍ଟା କରିଥିଲା। ଫ୍ଲାଇଟ୍ ଡାଟା ଟ୍ରାକର୍ ଅନୁଯାୟୀ , ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଖସିଯିବାର ୧୬ ମିନିଟ ପୂର୍ବରୁ ୧୯୭୫ ଫୁଟ ଦୂରତା ରେ ଥିଲା ଏବଂ ଅଵତରଣ କରିବାକୁ ଚେଷ୍ଟା କରିଥିଲା । […]
Read More...

Advertisement