King Charles
ବିଶ୍ବ 

ରାଣୀଙ୍କ କବର ଫଟୋ ପ୍ରକାଶ କଲା ବକିଙ୍ଗ୍‌ହାମ୍‌ ପ୍ରାସାଦ

ରାଣୀଙ୍କ କବର ଫଟୋ ପ୍ରକାଶ କଲା ବକିଙ୍ଗ୍‌ହାମ୍‌ ପ୍ରାସାଦ ଲଣ୍ଡନ୍‌: ଶନିବାର ଦିନ ବକିଙ୍ଗ୍‌ହାମ୍‌ ପ୍ରାସାଦ ‘ୱିନ୍‌ସର୍‌ ରୟାଲ୍‌ ଚାପେଲ୍‌’ରେ ଥିବା ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ କବର ଫଟୋ ପ୍ରକାଶ କରିଛି । ଏଥିରେ ଦେଖାଯାଉଥିବା ଫଳକରେ ରାଣୀଙ୍କ ନାଁ, ତାଙ୍କ ପିତାମାତାଙ୍କ ନାଁ ଓ ସ୍ୱାମୀ ଯୁବରାଜ ଫିଲିପ୍‌ଙ୍କ ନାଁ ଖୋଦେଇ କରାଯାଇଛି । କଳା ବେଲଜିୟମ୍‌ ମର୍ମର ପଥରରେ ନିର୍ମିତ ଏହି ଫଳକଟିକୁ ରାଜା ଷଷ୍ଠ ଜର୍ଜ ସ୍ମାରକୀ ଚାପେଲରେ ସ୍ଥାପନ କରାଯାଇଛି । ୧୯୬୨ ମସିହାରେ ତାଙ୍କ ବାପାଙ୍କ ସମାଧିସ୍ଥଳ ଭାବେ ରାଣୀ […]
Read More...

Advertisement