khushi ziraf
Feature 

ଆଜି ବିଶ୍ୱ ଜିରାଫ୍‌ ଦିବସ, ନନ୍ଦନକାନନରେ ଏକା ଅଛି ଖୁସି ଜିରାଫ୍‌

ଆଜି ବିଶ୍ୱ ଜିରାଫ୍‌ ଦିବସ, ନନ୍ଦନକାନନରେ ଏକା ଅଛି ଖୁସି ଜିରାଫ୍‌ ବାରଙ୍ଗ: ଜୁନ ୨୧: ଆଜି ବିଶ୍ୱ ଜିରାଫ୍‌ ଦିବସ । ବିଶ୍ୱରୁ ଲୋପ ପାଇବାକୁ ବସିଥିବା ଏହି ସୁନ୍ଦର ବନ୍ୟପ୍ରାଣୀର ସୁରକ୍ଷା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ତେବେ ନନ୍ଦନକାନନର ଏକମାତ୍ର ମାଈ ଜିରାଫ୍‌ ଖୁସି ଦୀର୍ଘ ବର୍ଷ ହେଲା ଏକାକି ରହୁଛି । ନିଜ ଖୁଆଡ଼ରେ ନିଃସଙ୍ଗ ଜୀବନ ବିତାଉଛି । ଦୁଇ ଦୁଇ ଥର ନନ୍ଦନକାନନ କର୍ତ୍ତୃପକ୍ଷ ତା ପାଇଁ ସାଥୀଟିଏ ଆଣିବା ପାଇଁ […]
Read More...

Advertisement