Kerala journalist Siddique Kappan released from Lucknow jail
ଦେଶ- ବିଦେଶ  ଅପରାଧ 

ଜେଲ୍‌ରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦୀକୀ କପ୍ପନ୍‌

ଜେଲ୍‌ରୁ ମୁକୁଳିଲେ ସାମ୍ବାଦିକ ସିଦ୍ଦୀକୀ କପ୍ପନ୍‌ ଲକ୍ଷ୍ନୌ : ଗୁରୁବାର ଦିନ ଜେଲରୁ ମୁକୁଳିଛନ୍ତି କେରଳର ସାମ୍ବାଦିକ ସିଦ୍ଦିକ କପ୍ପନ I ଆତଙ୍କବାଦୀ ସଂଗଠନ ସହିତ ସଂପୃକ୍ତି ଥିବା ଅଭିଯୋଗରେ ୨ ବର୍ଷ ପୂର୍ବେ ଉତ୍ତରପ୍ରଦେଶରେ ଗିରଫ ହୋଇଥିଲେ ସାମ୍ବାଦିକ । ୨୦୨୦ ଅକ୍ଟୋବରେ କପ୍ପନଙ୍କ ସହିତ ଅନ୍ୟ ୩ଜଣଙ୍କୁ ଗିରଫ କରାଯାଇଥିଲା । ଏହାପରେ ସେ ଦୀର୍ଘ ୨୮ ମାସ ଧରି ଜେଲ ରେ ରହିଛନ୍ତି I ଲକ୍ଷ୍ନୌ ଜେଲ୍‌ରୁ ତାଙ୍କୁ ମୁକ୍ତ କରିବା ଲାଗି ବୁଧବାର ଦିନ ଲକ୍ଷ୍ନୌ ସେସନ୍‌ କୋର୍ଟ […]
Read More...

Advertisement