Kendrapara News
ଜିଲ୍ଲା  ଓଡ଼ିଶା 

ଅବସର ନେବାର ଦୁଇ ପୂର୍ବରୁ ଭିଜିଲାନ୍‌ସ ହାତରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ

ଅବସର ନେବାର ଦୁଇ ପୂର୍ବରୁ ଭିଜିଲାନ୍‌ସ ହାତରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦ୍ରାପଡ଼ା: ଲାଞ୍ଚ ନେବା ସମୟରେ ଭିଜିଲାନ୍‌ସଙ୍କ ହାତରେ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ । ସେ ପୁଣି ଅବସର ନେବାର ଦୁଇ ପୂର୍ବରୁ ଘଟିଲା ଏହି ଅଘଟଣ । ୨୦ ହଜାର ଟଙ୍କା ଲାଞ୍ଚ ନେବା ପଡ଼ିଲା ମହଙ୍ଗା । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ସଞ୍ଜୀବ ସିଂ ବଦଳି କରେଇ ଦେବା ପାଇଁ ପିଅନ ସନ୍ତୋଷ କୁଣ୍ଡୁଙ୍କଠାରୁ ୨୦ ହାଜର ଟଙ୍କା ନେଉଥିଲା ବେଳେ କେନ୍ଦ୍ରାପଡ଼ା ଭିଜିଲାନ୍‌ସ ହଠାତ୍‌ କାବୁ କରି ନେଇଥିଲା ଏବଂ ଟଙ୍କା ଜବତ […]
Read More...
ଓଡ଼ିଶା 

ଭିତରକନିକାରେ ଆରମ୍ଭ ହେଲା ପକ୍ଷୀଗଣନା

ଭିତରକନିକାରେ ଆରମ୍ଭ ହେଲା ପକ୍ଷୀଗଣନା ଭୁବନେଶ୍ୱର: ଅଗଷ୍ଟ ୨୩: କୁମ୍ଭୀର ପାଇଁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ବାର୍ଷିକ ପକ୍ଷୀଗଣନା ଆରମ୍ଭ ହୋଇଛି । ଏହା ଏକ ସପ୍ତାହ ଧରି ଚାଲିବ । ପ୍ରତିବର୍ଷ ମୌସୁମୀ ଆରମ୍ଭରୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପକ୍ଷୀ ଅଣ୍ଡା ଦେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି । ଗତ ବର୍ଷ ୧୦ଟି ଜାତିର ମୋଟ୍‌ ୯୭ ହଜାର ୮୯୯ଟି ପକ୍ଷୀଙ୍କୁ ଭିତରକନିଆ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଥିଲା । ଜାତୀୟ ଉଦ୍ୟାନରେ […]
Read More...
ଓଡ଼ିଶା 

ଚଣ୍ଡିଖୋଲରୁ କେନ୍ଦ୍ରାପଡା; ଚାଲିଚାଲି ଆସିଲେ ୧୩ ପାଇପ ମିସ୍ତ୍ରୀ

ଚଣ୍ଡିଖୋଲରୁ କେନ୍ଦ୍ରାପଡା; ଚାଲିଚାଲି ଆସିଲେ ୧୩ ପାଇପ ମିସ୍ତ୍ରୀ Edited by Papu Mohanty କେନ୍ଦ୍ରାପଡା: ମେ ୨୨:ମହାକାଳପଡା ବ୍ଲକ ଗୋପାଳପୁର ଅଞ୍ଚଳର ପାଇପ ମିସ୍ତ୍ରୀ ମାନେ ଦୀର୍ଘଦିନ ହେବ କର୍ଣ୍ଣାଟକର ବାଙ୍ଗାଲୁରୁ ରେ ରହି ପାଣି ପାଇପ ମିସ୍ତ୍ରୀ ଭାବେ ଜୀବିକା ନିର୍ବାହ କରୁଥିଲେ । ଲକ ଡାଉନ କଟକଣା ଲାଗୁ ହେବା ସହ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବା ପରେ ମହାକାଳପଡାର ଏହି ଶ୍ରମିକ ମାନେ ଭଦ୍ରକ ଯାଉଥିବା ଏକ ବସରେ ବାଙ୍ଗାଲୁରୁ ଆସିବା […]
Read More...

Advertisement