kayakalp award in Jharsuguda
ଜିଲ୍ଲା 

ଝାରସୁଗୁଡ଼ା ଜିଲ୍ଲାର ୧୧ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର: ପୁରସ୍କାର ସ୍ୱରୂପ ୩ ଲକ୍ଷ ଟଙ୍କା

ଝାରସୁଗୁଡ଼ା ଜିଲ୍ଲାର ୧୧ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର: ପୁରସ୍କାର ସ୍ୱରୂପ ୩ ଲକ୍ଷ ଟଙ୍କା ଝାରସୁଗୁଡ଼ା : ନିକଟରେ ବିଶେଷଜ୍ଞ ଟିମ ପକ୍ଷରୁ ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡ଼ିକ ପରିଦର୍ଶନ କରାଯାଇଛି । ଏଥିରେ ହସ୍ପିଟାଲରେ ସଫେଇ, ସ୍ୱାସ୍ଥ୍ୟ, ବାୟୋ-ମେଡିକାଲ୍‌ ଆବର୍ଜନାର ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ ଆଦିକୁ ବିଚାରକୁ ନେଇ କାୟାକଳ୍ପ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହି କମିଟି କାୟାକଳ୍ପ ପୁରସ୍କାର ୧ ଲକ୍ଷଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଜିଲ୍ଲାରେ ୧୧ଟି ସରକାରୀ ହସ୍ପିଟାଲକୁ ଏହି ପୁରସ୍କାର ମିଳିବ । ଏଥିରେ ଝାରସୁଗୁଡା […]
Read More...

Advertisement