katrina kaid
ମନୋରଞ୍ଜନ 

ଭିକିଙ୍କ ନିଆରା ଦୁନିଆ

ଭିକିଙ୍କ ନିଆରା ଦୁନିଆ ନୂଆଦିଲ୍ଳୀ: ମାର୍ଚ୍ଚ ୧୦: ବୋହୂକୁ ନିଜ କୋଳରରେ ବସାଇଛନ୍ତି ଭିକିଙ୍କ ମା । ନିକଟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଭିକି କୌଶଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ । କେବଳ ଏତିକି ହିଁ ନୁହେଁ କ୍ୟାପସନ୍ରେ ଲେଖିଛନ୍ତି ମେରି ତାକତ, ମେରି ଦୁନିଆ । ଗୋଟିଏ ଫ୍ରେମରେ ମା ଓ ପତ୍ନୀଙ୍କ ଫଟୋ ପୋଷ୍ଟ କରି ବେଶ୍ ଖୁସିଥିବା ଜଣାପଡୁଛନ୍ତି ଭିକି। ବର୍ତ୍ତମାନ ଏହି ଫଟୋ ସୋସିଆଲ […]
Read More...

Advertisement