ଭିକିଙ୍କ ନିଆରା ଦୁନିଆ
ନୂଆଦିଲ୍ଳୀ: ମାର୍ଚ୍ଚ ୧୦: ବୋହୂକୁ ନିଜ କୋଳରରେ ବସାଇଛନ୍ତି ଭିକିଙ୍କ ମା । ନିକଟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଭିକି କୌଶଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ । କେବଳ ଏତିକି ହିଁ ନୁହେଁ କ୍ୟାପସନ୍ରେ ଲେଖିଛନ୍ତି ମେରି ତାକତ, ମେରି ଦୁନିଆ । ଗୋଟିଏ ଫ୍ରେମରେ ମା ଓ ପତ୍ନୀଙ୍କ ଫଟୋ ପୋଷ୍ଟ କରି ବେଶ୍ ଖୁସିଥିବା ଜଣାପଡୁଛନ୍ତି ଭିକି। ବର୍ତ୍ତମାନ ଏହି ଫଟୋ ସୋସିଆଲ […]
ନୂଆଦିଲ୍ଳୀ: ମାର୍ଚ୍ଚ ୧୦: ବୋହୂକୁ ନିଜ କୋଳରରେ ବସାଇଛନ୍ତି ଭିକିଙ୍କ ମା । ନିକଟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଭିକି କୌଶଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ । କେବଳ ଏତିକି ହିଁ ନୁହେଁ କ୍ୟାପସନ୍ରେ ଲେଖିଛନ୍ତି ମେରି ତାକତ, ମେରି ଦୁନିଆ । ଗୋଟିଏ ଫ୍ରେମରେ ମା ଓ ପତ୍ନୀଙ୍କ ଫଟୋ ପୋଷ୍ଟ କରି ବେଶ୍ ଖୁସିଥିବା ଜଣାପଡୁଛନ୍ତି ଭିକି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏକ ଲାଲ ଡ୍ରେସ୍ରେ ବିନା ମେକଅପ୍ରେ କ୍ୟାଟ୍ରିନା ବେଶ୍ କ୍ୟୁଟ ଲାଗୁଥିବା ବେଳେ ଏକ ବ୍ଲୁ କଲର ସାଲୱାର ସୁଟ୍ରେ ତାଙ୍କ ଶାଶୁଙ୍କୁ ଦେଖିବାକୁ ମିଳିଛି ।




