Karnataka hijab controversy
ଦେଶ- ବିଦେଶ 

କର୍ଣ୍ଣାଟକହିଜାବ ବିବାଦକୁ ନେଇ ମୁହଁ ଖୋଲିଲା ଆମେରିକା

କର୍ଣ୍ଣାଟକହିଜାବ ବିବାଦକୁ ନେଇ ମୁହଁ ଖୋଲିଲା ଆମେରିକା ଦିଲ୍ଲୀ: ଫେବୃଆରୀ ୧୨: କର୍ଣ୍ଣାଟକ ହିଜାବ ବିବାଦର ନିଆଁର ଧୂଆଁ ଏବେ ଆମେରିକାରେ ବାଜିଲାଣି । ଦେଶରେ ଚାଲିଥିବା ଧାର୍ମିକ ବିବାଦକୁ ନେଇ ଆଜି ଆମେରିକା ନିଜ ମନ୍ତବ୍ୟ ଦେଇଛି । ବିଭିନ୍ନ ଦେଶରେ ଧାର୍ମିକ ସ୍ୱତନ୍ତ୍ରତା ଉପରେ ନଜର ରଖିଥିବା ଆମେରିକୀୟ ସଂସ୍ଥା ଅନ୍ତଃରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା (ଇଣ୍ଟରନ୍ୟାସନାଲ ରେଲିଜିଅସ୍‌ ଫ୍ରିଡମ୍‌) ପକ୍ଷରୁ ଏହା ଉପରେ ଏକ ବିବୃତି ଦିଆଯାଇଛି । ହିଜାବ ବିବାଦକୁ ରାଜ୍ୟ ନେଇଥିବା ନିର୍ଦ୍ଦେଶକୁ ଆମେରିକା ସଂସ୍ଥା ନିନ୍ଦା କରିଛି । […]
Read More...
ଦେଶ- ବିଦେଶ 

କର୍ଣ୍ଣାଟକ ହିଜାବ ବିବାଦ: ସଠିକ୍‌ ସମୟ ଦେଖି ଶୁଣାଣି ହେବା କଥା କହିଲେ ସୁପ୍ରିମକୋର୍ଟ

କର୍ଣ୍ଣାଟକ ହିଜାବ ବିବାଦ: ସଠିକ୍‌ ସମୟ ଦେଖି ଶୁଣାଣି ହେବା କଥା କହିଲେ ସୁପ୍ରିମକୋର୍ଟ ବାଙ୍ଗାଲୁରୁ: ଫେବୃଆରୀ ୧୧: ହିଜାବ ବିବାଦକୁ କେନ୍ଦ୍ର କରି ଗତକାଲି କର୍ଣ୍ଣାଟକ ହାଇକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିଥିଲେ । ନିର୍ଦ୍ଦେନାମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହିତ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ ବୋଲି ହାଇକୋର୍ଟ ଶୁଣାଣୀରେ କହିଛି । ହାଇକୋର୍ଟର ଏହି ନିର୍ଦ୍ଦେଶରେ ସେମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି ବୋଲି ଦର୍ଶାଯାଇ ଏହି ମାମଲାକୁ ସୁପ୍ରିମକୋର୍ଟରେ ଅପିଲ କରାଯାଇଛି । ହାଇକୋର୍ଟଙ୍କ ଏହ ଅନ୍ତରୀଣ […]
Read More...
ମନୋରଞ୍ଜନ 

କର୍ଣ୍ଣାଟକର ହିଜାବ ବିବାଦ: ହିଜାବ ଓ ବୁର୍ଖାକୁ ଅସମର୍ଥନ କଲେ ସଙ୍ଗୀତକାର ଜାବେଦ୍‌ ଅଖତର

କର୍ଣ୍ଣାଟକର ହିଜାବ ବିବାଦ: ହିଜାବ ଓ ବୁର୍ଖାକୁ ଅସମର୍ଥନ କଲେ ସଙ୍ଗୀତକାର ଜାବେଦ୍‌ ଅଖତର ମୁମ୍ବାଇ: ଫେବୃଆରୀ ୧୦: କର୍ଣ୍ଣାଟକର ହିଜାବ ବିବାଦ କେବଳ ରାଜନୀତିରେ ସୀମିତ ନାହିଁ, ଏହାକୁ ନେଇ ବଲିଉଡ୍‌ର କେତେକ କଳାକାର ନିଜ ମନ୍ତବ୍ୟ ଦେଇଛନ୍ତି । ଆଜି ଲୋକପ୍ରିୟ ସଙ୍ଗୀତକାର ଜାବେଦ ଅଖତର ଏହି ବିବାଦ ଉପରେ ନିଜର ପ୍ରତିକ୍ରିୟା ଟୁଇଟର୍‌ରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଁ ହିଜାବ ବୁର୍ଖାର ସମର୍ଥନ କରୁନାହିଁ, ହେଲେ ଜଣେ ଝିଅକୁ ଘେରି ଯାଇ ଡ଼ରାଇବା ଏବଂ ଧମକାଉଥିବା ଗୁଣ୍ଡାଙ୍କୁ ମୁଁ ନିନ୍ଦା କରୁଛି । I have […]
Read More...

Advertisement