Karnataka headline
ଦେଶ- ବିଦେଶ 

କର୍ଣ୍ଣାଟକ ହାଉସ୍‌ରେ ଧର୍ମାନ୍ତରୀକରଣ ନିରୋଧ ବିଲ୍‌

କର୍ଣ୍ଣାଟକ ହାଉସ୍‌ରେ ଧର୍ମାନ୍ତରୀକରଣ ନିରୋଧ ବିଲ୍‌ ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନ ପରିଷଦରେ ଧର୍ମାନ୍ତରୀକରଣ ନିରୋଧ ବିଲ୍‌ ଆଗତ ହୋଇଛି । ରାଜ୍ୟ ଆଇନ ମନ୍ତ୍ରୀ ଜେସି ମଧୁସ୍ୱାମୀ ଏହାକୁ ଆଗତ କରିଛନ୍ତି । ପୂର୍ବରୁ ଏହା ରାଜ୍ୟ ବିଧାନସଭାରେ ଆଗତ ହୋଇଥିଲା । ଏହାକୁ ଆଗତ କରି ମନ୍ତ୍ରୀ ମଧୁସ୍ୱାମୀ କହିଛନ୍ତି ଯେ, ଆମେ ଆମ ଧର୍ମକୁ ରକ୍ଷା କରୁଛି । ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ ଏହି ବିଲ୍‌ ଅଣାଯାଇଛି । ଏହା କାହାର ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରୁନାହିଁ । ମିଳିଥିବା ସୂଚନା […]
Read More...
ଦେଶ- ବିଦେଶ 

କର୍ଣ୍ଣାଟକହିଜାବ ବିବାଦକୁ ନେଇ ମୁହଁ ଖୋଲିଲା ଆମେରିକା

କର୍ଣ୍ଣାଟକହିଜାବ ବିବାଦକୁ ନେଇ ମୁହଁ ଖୋଲିଲା ଆମେରିକା ଦିଲ୍ଲୀ: ଫେବୃଆରୀ ୧୨: କର୍ଣ୍ଣାଟକ ହିଜାବ ବିବାଦର ନିଆଁର ଧୂଆଁ ଏବେ ଆମେରିକାରେ ବାଜିଲାଣି । ଦେଶରେ ଚାଲିଥିବା ଧାର୍ମିକ ବିବାଦକୁ ନେଇ ଆଜି ଆମେରିକା ନିଜ ମନ୍ତବ୍ୟ ଦେଇଛି । ବିଭିନ୍ନ ଦେଶରେ ଧାର୍ମିକ ସ୍ୱତନ୍ତ୍ରତା ଉପରେ ନଜର ରଖିଥିବା ଆମେରିକୀୟ ସଂସ୍ଥା ଅନ୍ତଃରାଷ୍ଟ୍ରୀୟ ଧାର୍ମିକ ସ୍ୱତନ୍ତ୍ରତା (ଇଣ୍ଟରନ୍ୟାସନାଲ ରେଲିଜିଅସ୍‌ ଫ୍ରିଡମ୍‌) ପକ୍ଷରୁ ଏହା ଉପରେ ଏକ ବିବୃତି ଦିଆଯାଇଛି । ହିଜାବ ବିବାଦକୁ ରାଜ୍ୟ ନେଇଥିବା ନିର୍ଦ୍ଦେଶକୁ ଆମେରିକା ସଂସ୍ଥା ନିନ୍ଦା କରିଛି । […]
Read More...
ଦେଶ- ବିଦେଶ 

କର୍ଣ୍ଣାଟକ ହିଜାବ ବିବାଦ: ସଠିକ୍‌ ସମୟ ଦେଖି ଶୁଣାଣି ହେବା କଥା କହିଲେ ସୁପ୍ରିମକୋର୍ଟ

କର୍ଣ୍ଣାଟକ ହିଜାବ ବିବାଦ: ସଠିକ୍‌ ସମୟ ଦେଖି ଶୁଣାଣି ହେବା କଥା କହିଲେ ସୁପ୍ରିମକୋର୍ଟ ବାଙ୍ଗାଲୁରୁ: ଫେବୃଆରୀ ୧୧: ହିଜାବ ବିବାଦକୁ କେନ୍ଦ୍ର କରି ଗତକାଲି କର୍ଣ୍ଣାଟକ ହାଇକୋର୍ଟର ତିନି ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରିଥିଲେ । ନିର୍ଦ୍ଦେନାମା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଧର୍ମୀୟ ଭାବନା ସହିତ ଜଡ଼ିତ କୌଣସି ପୋଷାକ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସିପାରିବେ ନାହିଁ ବୋଲି ହାଇକୋର୍ଟ ଶୁଣାଣୀରେ କହିଛି । ହାଇକୋର୍ଟର ଏହି ନିର୍ଦ୍ଦେଶରେ ସେମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି ବୋଲି ଦର୍ଶାଯାଇ ଏହି ମାମଲାକୁ ସୁପ୍ରିମକୋର୍ଟରେ ଅପିଲ କରାଯାଇଛି । ହାଇକୋର୍ଟଙ୍କ ଏହ ଅନ୍ତରୀଣ […]
Read More...

Advertisement