kangana
ମନୋରଞ୍ଜନ 

କଣ୍ଟ୍ରୋଭର୍ସି କୁଇନ୍ ନୂଆ ମାମଲା

କଣ୍ଟ୍ରୋଭର୍ସି କୁଇନ୍ ନୂଆ ମାମଲା ମୁମ୍ବାଇ: ମାର୍ଚ୍ଚ ୨୫: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ଙ୍କର ନୂଆ ବିବାଦ । ତେବେ ଏଥର ସଙ୍ଗୀତକାର ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ମାନହାନୀ କେସ୍ କରିଛନ୍ତି । ଏହି କେସରେ କୋର୍ଟ କଙ୍ଗନାଙ୍କ ଉପରେ ବର୍ଷିଛନ୍ତି। ନିକଟରେ କଙ୍ଗନା ଆନ୍ଧରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଲେ। ହେଲେ କୋର୍ଟ କଙ୍ଗନାଙ୍କ ଏହି ଆବେଦନକୁ ଖାରଜ […]
Read More...
ମନୋରଞ୍ଜନ 

ବର୍ଷିଲେ କଙ୍ଗନା

ବର୍ଷିଲେ କଙ୍ଗନା ମୁମ୍ବାଇ: ସେପ୍‌ଟେମ୍ବର ୪ : କଙ୍ଗନାଙ୍କ ସିନେମା ‘ଥଲାଇବାର’ ରିଲିଜ୍‌ ଅନେକ ଦିନ ଧରି ଅଟକି ରହିଛି । ଯାହାକୁ ନେଇ କଙ୍ଗନା ବେଶ୍‌ ଚିନ୍ତାରେ ଅଛନ୍ତି । ଅନେକ ଥର କଙ୍ଗନା ସିନେମାର ରିଲିଜ୍‌କୁ ନେଇ ଅପିଲ୍‌ ମଧ୍ୟ କରିଛନ୍ତି । ସେହିଭଳି ନିଜ ସିନେମାର ପ୍ରମୋସନ ନକରିପାରିବାରୁ ଇନଷ୍ଟାଗ୍ରାମ ଉପରେ ବର୍ଷିଛନ୍ତି କଙ୍ଗନା । ସୂଚନା ଅନୁସାରେ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟର ବାୟୋରେ ଥଲାଇବା ଟ୍ରେଲର ଲିଙ୍କ ସେୟାର କରିବାକୁ ଚାହୁଁଥିଲେ । […]
Read More...
ମନୋରଞ୍ଜନ 

ବଲିଉଡ୍‌ର ପ୍ରଥମ ନାରୀକୈନ୍ଦ୍ରିକ ହାଇ ବଜେଟ୍‌ ଫିଲ୍ମ ‘ଧାକଡ୍‌’

ବଲିଉଡ୍‌ର ପ୍ରଥମ ନାରୀକୈନ୍ଦ୍ରିକ ହାଇ ବଜେଟ୍‌ ଫିଲ୍ମ ‘ଧାକଡ୍‌’ ଦିଲ୍ଲୀ: ଅଗଷ୍ଟ ୨୬: ଫିଲ୍ମ ଅପେକ୍ଷା ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ ଧାକଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ବଲିଉଡ୍‌ରେ ଏପର୍ଯ୍ୟନ୍ତ ଯେତେ ବି ହାଇ ବଜେଟ୍‌ର ଫିଲ୍ମ ନିର୍ମାଣ ହୋଇଛି, ସେସବୁ ପୁରୁଷ ପ୍ରଧାନ ଫିଲ୍ମ ରହିଛି । ଅନ୍ୟପକ୍ଷରେ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ଥିବା ଫିଲ୍ମର ବଜେଟ୍‌ ସାମାନ୍ୟ କିମ୍ବା କମ୍‌ ରହିଥାଏ । ହେଲେ କଙ୍ଗନା ଏହି ପ୍ରଥାକୁ ଭାଙ୍ଗିବା […]
Read More...

Advertisement