kalahandi news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଜିଲ୍ଲା କାରାଗାରର ୩୦୦ ଅନ୍ତେବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ପ୍ରୟାସ
Published On
By Samaya Live
ଭବାନୀପାଟଣା : ମଣିଷ ସବୁବେଳେ ନିଜ ସ୍ୱାର୍ଥ ପାଇଁ କାମକରେ । ଅନ୍ୟକୁ ତଳେ ପକାଇ ନିଜେ ବଡ଼ ହେବାର ସ୍ୱପ୍ନ ଦେଖେ । କି;ୁ ମାଟିଲଗ୍ନା ସାହିତ୍ୟ ପରିବାର ନିଜେ ବଞ୍ଚି ଅନ୍ୟମାନଙ୍କୁ ବଞ୍ଚିବା ପାଇଁ ରାସ୍ତା ଦେଖାଏ । ମଣିଷର ଭୁଲକୁ ସୁଧାରିବା ପାଇଁ ପ୍ରେରଣା ଯୋଗାଏ । ଏବଂ ମଣିଷ ଜୀବନର ସାର୍ଥକତା ବିଷୟରେ ଅନଭିଜ୍ଞ ଲୋକଙ୍କୁ କରେ ସଚେତନତା । ଗତକାଲି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମାଟିଲଗ୍ନା’ ତରଫରୁ କଳାହାଣ୍ଡି […]
ଆବାସ ଯୋଜନା ସାତ ସପନ,ପଲିଥିନ କୁଡ଼ିଆରେ କଟୁଛିି ବେଣୁଧରଙ୍କ ଜୀବନ
Published On
By Samaya Live
କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ ଭିର୍କାପଡାର ବେଣୁଧର ଦାସ । ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଘର ଖଣ୍ଡେ ତାଙ୍କୁ ମିଳି ପାରିନାହିଁ । ଫଳରେ ଦୀର୍ଘ ୩ ବର୍ଷ ହେବ ଭଙ୍ଗା ଦଦରା ଘରେ ପଲିଥିନ ଘୋଡାଇ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଛନ୍ତି । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ […]
ନାଗ ବଂଶୀୟ ବାଲିଯାତ୍ରାର କଳସ ଯାତ୍ରା ସମ୍ପନ୍ନ
Published On
By Samaya Live
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ନୂଆଗୁଡା ନାଗପଡା ରେ ନାଗ ବଂଶୀୟ ଭାଇ ଭାଇଙ୍କ ଏକ ଜୁଟ ଫଳରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଛି । ନାଗ ବଂଶୀୟ ପିତୃପୁରୁଷ ଙ୍କ ପରମ୍ପରା ରେ ଦୀର୍ଘ ଷାଠିଏ ବର୍ଷ ପରେ ଭୀମା ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ସମାପନ ପାଇଁ ମଙ୍ଗଳବାର ଶୁଭ ଖମ୍ବ ଓ କଳସ ଯାତ୍ରା ଆରମ୍ଭ ହୋଇଯାଇଛି । ନାଗ […]
ଦାପ୍ତା ସେବା ସଂସ୍ଥା ପକ୍ଷରୁ ଆଦିବାସୀ ପିଲାମାନଙ୍କ ପାଇଁ ଉଦ୍ଘାଟିତ ହେଲା ଶିକ୍ଷାକେନ୍ଦ୍ର
Published On
By Samaya Live
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ବହୁଳ ଭାବେ ବସବାସ କରିଆସୁଥିବା କୁଟିଆ କନ୍ଧ ଓ ଝରନିଆ କନ୍ଧ ଯେଉଁମାନଙ୍କୁ କି ସଂପ୍ରତ୍ତି ପିଭିଟିଜି (ପାର୍ଟିକୁଲାର ଭେଲେରାବୁଲ୍ ଟ୍ରାଇବାଲ୍ ଗୃପ) ଭାବେ ଚିହ୍ନିତ କରାଯାଉଅଛି । ସେମାନଙ୍କ ପିଲାମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟସେବା, ମାନସିକ ବିକାଶ ବ୍ୟବସ୍ଥା ପାଇଁ ଏହି ସଂସ୍ଥା ପକ୍ଷରୁ ଲାଞ୍ଜିଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ୬ ଟି ଶିକ୍ଷା କେନ୍ଦ୍ର ବା ଲର୍ଣ୍ଣିଂ ସେଣ୍ଟର କଳାହାଣ୍ଡି ଜିଲ୍ଲାର ଅନ୍ୟତମ ସେ୍ୱଚ୍ଛାସେବୀ ସଂଗଠନ ଦାପ୍ତା […]
କୂଳ ଖାଉଛି କମଳ ନଦୀ, ସନ୍ଧିହାନରେ ରସଡୁମେର ଗ୍ରାମବାସୀ
Published On
By Samaya Live
ଜୟପାଟଣା,ସେପ୍ଟେମ୍ବର ୯ : କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଳକ୍ ବାଣ୍ଡିଗାଁ ଗ୍ରାମ ପଞ୍ଚାୟତ ରସଡୁମେର ଏକ ପୁରାତନ ଗ୍ରାମ । ପ୍ରାୟ ୧୫୦ ବର୍ଷ ତଳେ ସ୍ଥାପିତ ଏହି ଗ୍ରାମରେ ପ୍ରାୟ ୨୦୦ ପରିବାରର ଲୋକେ ନିଜ ନିଜର ଜୀବନ ଜୀବାକା କରି ସ୍ୱଚ୍ଛନ୍ଦରେ ଚଳି ଆସୁଥିଲେ । ସେହି ସମୟରେ ବୃଦ୍ଧ ମାନେ କମଳ ନଦୀ ତଟ ପାଶ୍ୱର୍ ସମତଳ ଅଂଚଳକୁ ନିଜର ଭିଟାମାଟି ତିଆରି କରି ବିଭିନ୍ନ ପ୍ରକାର ଚାଷ ସହ ବଣିଜ ବ୍ୟାପାର […]

