KABUL BLASTING
ବିଶ୍ବ  ଅପରାଧ 

କାବୁଲ : ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨ କୂଟନୀତିଜ୍ଞଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ

କାବୁଲ : ରୁଷ ଦୂତାବାସ ବାହାରେ ଆତ୍ମଘାତୀ ବିସ୍ଫୋରଣ, ୨ କୂଟନୀତିଜ୍ଞଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ଆଫଗାନିସ୍ଥାନ :କାବୁଲ ସ୍ଥିତରୁଷ ଦୂତାବାସ ନିକଟରେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ I ଏଥିରେ୨ଜଣ ରୁଷ କୂଟନୀତିଜ୍ଞ ଙ୍କ ସହିତ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ରୁଷ ଦୂତାବାସର ଫଟାକ ନିକଟରେ ଏହି ବିସ୍ଫୋରଣ ହୋଇଥିଲା I ବୋମା ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଧାଁ ଦୌଡ଼ ଦେଖାଦେଇଥିଲା I ଚାରିଆଡେ ଧୁଆଁମୟ ହୋଇ ଉଠିଥିଲା I ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ ରୁଷ ଦୂତାବାସର ଫାଟକ ସାମ୍ନାରେ ଏହି ଆତ୍ମଘାତୀ ବିସ୍ଫୋରଣ […]
Read More...

Advertisement