Justice BV Nagarathna
ଦେଶ- ବିଦେଶ 

ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ବିଭି ନାଗରଥନା

ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍‌ ବିଭି ନାଗରଥନା ଭୁବନେଶ୍ୱର: ଅଗଷ୍ଟ ୧୮: ଜଷ୍ଟିସ୍‌ ବିଭି ନାଗରଥନା ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ପ୍ରଧାନ ବିଚାରପତି ଏନ୍‌ଭି ରମଣଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମର ୯ଜଣ ବିଚାରପତିଙ୍କ ନାମକୁ ସର୍ବୋଚ୍ଚ ନ୍ୟାୟାଳୟକୁ ସୁପାରିଶ ହୋଇଛି । ଏଥିରେ ବିଚାରପତି ନାଗରଥନାଙ୍କ ନାମ ପ୍ରଥମରେ ରହିଛି । ସେ ସୁପ୍ରିମକୋର୍ଟର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଇଏମ୍‌ ଭେଙ୍କଟରମେୟାଙ୍କ କନ୍ୟା । ଜଷ୍ଟିସ୍‌ ଇଏମ୍‌ ଭେଙ୍କଟରମେୟା ଜୁନ୍‌ ୧୯୮୯ରୁ ଡିସେମ୍ବର ୧୯୮୯ ମଧ୍ୟରେ ଭାରତର […]
Read More...

Advertisement