journalist beaten
ଓଡ଼ିଶା 

ସାମ୍ବାଦିକଙ୍କୁ ମାଡ ଘଟଣା: ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା ରେ ବିକ୍ଷୋଭ

ସାମ୍ବାଦିକଙ୍କୁ ମାଡ ଘଟଣା: ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା ରେ  ବିକ୍ଷୋଭ କେନ୍ଦ୍ରାପଡ଼ା: ଜୁଲାଇ ୩୧: ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ପରିଷଦର ଜିଲ୍ଲା ସଭାପତି ନିରଞ୍ଜନ ପରିଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଜାତୀୟ ପରିଷଦର ସମ୍ପାଦକ ଚିତ୍ତରଞ୍ଜନ ତରାଇ ଓ ଜିଲ୍ଲା ସମ୍ପାଦକ ଧନେଶ୍ୱର ପଟ୍ଟନାୟକ, ପ୍ରଦୀପ ବରାଳ, ସୈାମ୍ୟରଞ୍ଜନ ଧଳ ପ୍ରମୁଖ ଯୋଗଦେଇ ଖବର ସଂଗ୍ରହ କରିବାକୁ କେନ୍ଦ୍ରାପଡା […]
Read More...

Advertisement