Jharpada Special Jail
ଓଡ଼ିଶା  ଅପରାଧ 

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା କମିସନରେଟ୍‌ ପୋଲିସ, ରୂପଜୀବୀଙ୍କ ସହ ଜୁଆ ଖେଳୁଥିଲେ

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା କମିସନରେଟ୍‌ ପୋଲିସ, ରୂପଜୀବୀଙ୍କ ସହ ଜୁଆ ଖେଳୁଥିଲେ ଭୁବନେଶ୍ୱର: ଭିଭିଆଇପିମାନଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ ସୁଟ୍‌ କରି ବ୍ଲାକ୍‌ମେଲ କରି ଅର୍ଥ ହଡ଼ପ କରୁଥିବା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜି କମିସନରେଟ୍‌ ପୋଲିସ ସତ୍ୟବିହାରସ୍ଥିତ ଘରୁ ଉଠାଇ ନେଇଛି । ସତ୍ୟବିହାରସ୍ଥିତ ଘରେ ତାଙ୍କୁ କିଛି ସମୟ ପଚରାଉଚରା ପରେ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହାପୂର୍ବରୁ ଜଗବନ୍ଧୁଙ୍କୁ ଥାନାକୁ ଡାକି ଛାଡ଼ି ଦିଆଯାଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଛଡ଼ା ଯାଇଥିବା ସୂଚନା ମିଳିଛି । ତେବେ […]
Read More...

Advertisement