Jharkhand POLITICS
ରାଜନୀତି  ଓଡ଼ିଶା 

ଝାରଖଣ୍ଡ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜିତିରେ ଆସ୍ଥା ଭୋଟ ,୪୮ ବିଧାୟକ ଙ୍କ ସମର୍ଥନ

ଝାରଖଣ୍ଡ : ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜିତିରେ ଆସ୍ଥା ଭୋଟ ,୪୮ ବିଧାୟକ ଙ୍କ ସମର୍ଥନ ରାଞ୍ଚି :୦୫-୦୯: ଝାରଖଣ୍ଡ ରେ ଟଳିଲା ରାଜନୈତିକ ସଙ୍କଟ I ନିଜ ଚୌକି କୁ ସୁରକ୍ଷିତ ରଖିଲେ ମୁଖ୍ୟମନ୍ତ୍ରୀ I ୪୮ ଜଣ ବିଧାୟକଙ୍କ ସମର୍ଥନ ସହ ଆସ୍ଥାଭୋଟ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ I ଏହି ସମୟରେ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରି ଥିବାର ଦେଖାଯାଇଥିଲା I ଖବର ଅନୁଯାୟୀ, ଦୁର୍ନୀତି ଅଭିଯୋଗ ଆସିବା ପରେ ଅଡୁଆରେ ପଡ଼ିଯାଇଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଆଜି ଝାଡ଼ଖଣ୍ଡ ବିଧାନସଭାର ଦିନିକିଆ ବିଶେଷ ଅଧିବେଶନ ଡକାଇ ଆସ୍ଥା […]
Read More...

Advertisement