Jharkhand Education Minister Jagarnath Mehto passed away
ରାଜନୀତି  ଦେଶ- ବିଦେଶ 

ଝାରଖଣ୍ଡ ଶିକ୍ଷା ମନ୍ତ୍ରୀ ଜଗରନାଥ ମେହେତୋଙ୍କ ପରଲୋକ

ଝାରଖଣ୍ଡ ଶିକ୍ଷା ମନ୍ତ୍ରୀ ଜଗରନାଥ ମେହେତୋଙ୍କ ପରଲୋକ ଝାରଖଣ୍ଡ : ଗୁରୁବାର ସକାଳେ ଝାରଖଣ୍ଡ ଶିକ୍ଷା ମନ୍ତ୍ରୀ ଜଗରନାଥ ମହୋତୋଙ୍କ ଦେହାନ୍ତ ହୋଇଛି। ମାର୍ଚ୍ଚ ୧୪ ତାରିଖରୁ ସେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶିକ୍ଷା ମନ୍ତ୍ରୀଙ୍କ ଦେହାନ୍ତ ବିଷୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି, ‘ଆମର ଟାଇଗର ଜଗରନାଥ ଦା ଆଉ ନାହାନ୍ତି! ଆଜି ଝାଡ଼ଖଣ୍ଡ ନିଜର ଜଣେ ମହାନ ଆନ୍ଦୋଳନକାରୀ, କର୍ମଠ ତଥା ଜନପ୍ରିୟ […]
Read More...

Advertisement