jashmin bhasin
ମନୋରଞ୍ଜନ 

ବିବାହ କରିବେ ଅଲି ଓ ଜସ୍ମିନ୍‌

ବିବାହ କରିବେ ଅଲି ଓ ଜସ୍ମିନ୍‌ ମୁମ୍ବାଇ: ଜୁନ ୨୦: ପ୍ରସିଦ୍ଧ ଟେଲି କପଲ୍‌ ଜସ୍ମିନ୍‌ ଭସିନ୍‌ ଓ ଅଲୀ ଗୋନି ସେମାନଙ୍କ କେମେଷ୍ଟ୍ରି ସହିତ ଲଭ୍‌ ଗୋଲ୍‌ ଦେଇଛନ୍ତି । ଉଭୟ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ସମୟରେ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ଜସ୍ମିନ ତାଙ୍କ ପ୍ରେମିକ ଅଲୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି । ଏହା ସହିତ ସେ ତାଙ୍କ ବିବାହ ଯୋଜନା ବିଷୟରେ ମଧ୍ୟ କହିଛନ୍ତି । ଜସ୍ମିନ୍‌ ଓ ଅଲୀ ପରସ୍ପରଙ୍କୁ ଖୁବ […]
Read More...

Advertisement