Jammu Kashmir
ଦେଶ- ବିଦେଶ  ଅପରାଧ 

ପୁଣି ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ: ୩ ନିହତ

ପୁଣି ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ: ୩ ନିହତ ଜମ୍ମୁ ଓ କାଶ୍ମୀର: ଜୁନ ୭: ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଜିଲ୍ଲା କତରାସ କାଣ୍ଡିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟ । ଏଥିରେ ଜଣେ ପାକ୍‌ ଆତଙ୍କବାଦୀ ସମେତ ୨ ଜଣ ଲସ୍କର ଇ ତଏବା ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । କାଶ୍ମୀର ପୋଲିସ ଅଧିକାରୀ ବିଜୟ କୁମାରଙ୍କ ସୂଚନା ଅନୁଯାୟୀ, କତରାସ କାଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ଯାହା ପରେ ଭାରତୀୟ ସେନା, ସେଣ୍ଟ୍ରାଲ ରିଜର୍ଭ ପୋଲିସ […]
Read More...
ଦେଶ- ବିଦେଶ 

ଜମ୍ମରେ ଭୁସୁଡିଲା ନିର୍ମାଣଧିନ ଶୁଡଙ୍ଗ

ଜମ୍ମରେ ଭୁସୁଡିଲା ନିର୍ମାଣଧିନ ଶୁଡଙ୍ଗ ଜମ୍ମୁ-ଶ୍ରୀନଗରରେ ପୁଣି ଅଘଟଣ । ସ୍ଥାନୀୟ ଖୁନି ନାଲାରେ ର୍ନିମାଣାଧିନ ଟନେଲ୍‌ ଭୁସୁଡ଼ି ପଡ଼ିଛି । ସେଠି କାମ କରୁଥିବା ୧୦ ଜଣ ଶ୍ରମିକ ମାଟି ଅତଡ଼ା ତଳେ ଫସି ରହିଛନ୍ତି । ଗତକାଲି ରାତିରୁ ରେସ୍କ୍ୟୁ ଅପରେସନ୍‌ ଚାଲିଛି । ଗତକାଲି କାମ ଚାଲିଥିବା ବେଳେ ହଠାତ ଏହା ଧସି ଯାଇଥିଲା । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ୍‌ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା […]
Read More...
ଦେଶ- ବିଦେଶ 

ଶ୍ରୀନଗର ରେ ଚାଲିଥିବା ଏନକାଉଣ୍ଟରରେ ଆତଙ୍କବାଦୀ ନିହତ; ଜଣେ ପୋଲିସ କର୍ମଚାରୀ ଶହୀଦ ହେଲେ

ଶ୍ରୀନଗର ରେ ଚାଲିଥିବା ଏନକାଉଣ୍ଟରରେ ଆତଙ୍କବାଦୀ ନିହତ; ଜଣେ ପୋଲିସ କର୍ମଚାରୀ ଶହୀଦ ହେଲେ ଶ୍ରୀନଗର: ଅଗଷ୍ଟ ୩୦ : ଶନିବାର ରାତିରେ ଶ୍ରୀନଗରରେ ହେଇଥିବା ଏକ ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀଙ୍କ ର ମୃତ୍ୟୁ ଘଟିଥିବା ବେଳେ ଜଣେ ଆତଙ୍କବାଦୀ ର ମୃତ୍ୟୁ ହେଇଛି ବୋଲି ଅଧିକାରୀମାନେ କହିଛନ୍ତି। ମୃତ ପୋଲିସ କର୍ମଚାରୀ ଜଣଙ୍କ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ବାବୁ ରାମ ବୋଲି ଜଣାପଡିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି, ‘ଜଣେ ଆତଙ୍କବାଦୀ ନିହତ ହେଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଏଏସଆଇ ବାବୁ ରାମ ସହିଦ ହେଇଛନ୍ତି। ଏବେ ମଧ୍ୟ […]
Read More...
ଦେଶ- ବିଦେଶ 

ଜାମ୍ମୁ କାଶ୍ମୀର LoC ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ଭାରତୀୟ ସୈନ୍ୟ ନିହତ

ଜାମ୍ମୁ କାଶ୍ମୀର LoC ରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ଭାରତୀୟ ସୈନ୍ୟ ନିହତ ଜାମ୍ମୁ : ଅଗଷ୍ଟ ୦୧: ପାକିସ୍ତାନ ସୈନ୍ୟମାନେ ଜାମ୍ମୁ ଓ ରଜୋଉରୀ ର ଲାଇନ ଅଫ କଂଟ୍ରୋଲ ରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଦ୍ୱାରା ଜଣେ ଭାରତୀୟ ସୈନ୍ୟ ଙ୍କର ମୃତ୍ୟୁ ହେଇଛି I ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର Colonel Devender Anand କହିଛନ୍ତି, ପାକିସ୍ତାନ ସେନା ରଜୋଉରୀ ସେକ୍ଟରରେ କୌଣସି କାରଣ ନ ଥାଇ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। “ଆମର ସୈନ୍ୟ ମାନେ ପାକିସ୍ତାନ ର ଏ ପ୍ରକାର ଅସ୍ତ୍ରବିରତି ଉଲ୍ଲଂଘନ କୁ ଦୃଢ ଭାବରେ […]
Read More...
ଦେଶ- ବିଦେଶ 

ଜମ୍ମୁ କାଶ୍ମୀର ଟଳିଲେ ୮ ଆତଙ୍କୀ

ଜମ୍ମୁ କାଶ୍ମୀର ଟଳିଲେ ୮ ଆତଙ୍କୀ ନୂଆଦିଲ୍ଲୀ: ଜୁନ ୧୯:ଟଳିଲେ ୮ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ପାମ୍ଫୋର ଏବଂ ସୋଫିଆନରେ ଶୁକ୍ରବାର ସକାଳୁ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ୮ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅବନ୍ତିପୋରା ମୌଜାର ପମ୍ପୋରରେ ଭାରତୀୟ ସେନାରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ଖବର ପାଇ ଭୟରେ ଆତଙ୍କବାଦୀମାନେ ଏକ ମସଜିଦରେ ଲୁଚିଯାଇଥିଲେ । ପ୍ରଥମେ ସେମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା […]
Read More...

Advertisement