Jammu and Kashmir police
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କାଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୋଗରେ ହିଜ୍ୱଲ୍ ମୁଜାହିଦିନ୍ ଗିରଫ
Published On
By Samaya Live
ବେଙ୍ଗାଲୁରୁ: ଜୁନ ୭: କଶ୍ମୀରରେ ହିନ୍ଦୁମାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରିଥିବା ଅଭିଯୋଗରେ ବେଙ୍ଗାଲୁରରୁ ହିଜ୍ୱଲ୍ ମୁଜାହିଦିନ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଜମ୍ମୁ-କଶ୍ମୀର ପୁଲିସ୍ ତାଙ୍କୁ ଗିରଫ କରିଛି । ଏହି ଗିରଫ ଉପରେ ପ୍ରତିକ୍ରିୟା ଦେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି, ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି । ପୁଲିସ୍ ଲୋକମାନଙ୍କ ଉପରେ ଦୃଷ୍ଟି ରଖିବ । ଆମ ପକ୍ଷରୁ ପୁଲିସ୍ ସହାୟତା ବୃଦ୍ଧି କରାଯାଇଛି । ତେବେ ଆତଙ୍କବାଦୀଙ୍କୁ […]
ପୁଲଓ୍ୱ।ମ।ରେ ଏନକ।ଉଣ୍ଟର: ପୁଣି ୩ ଆତଙ୍କବାଦୀ ନିହତ
Published On
By Samaya Live
ଶ୍ରୀନଗର: ଜାନୁଆରୀ ୦୫: ବର୍ଷ ଆରମ୍ଭରୁ ଭ।ରତୀୟ ଯବ।ନଙ୍କୁ ବଡ ସଫଳତ। । ପୁଲଓ୍ୱ।ମ।ରେ ସୁରକ୍ଷ।ବ।ହିନୀ ଓ ଆତଙ୍କବ।ଦୀ ଏନକ।ଉଣ୍ଟରରେ ନିପାତ ହେଲେ ୩ ଆତଙ୍କବ।ଦୀ । ଆତଙ୍କବ।ଦୀ ଲଶ୍କର-ଏ-ତୋଏବ।ର ସଦସ୍ୟ ବୋଲି କୁହ।ଯ।ଉଛି । ବର୍ତ୍ତମ।ନ ସେମାନଙ୍କର ପ୍ରକୃତ ପରିଚୟ ମିଳିପାରିନାହିଁ। ଏହ।ପୂର୍ବରୁ ବୁଧବ।ର ଦିନ କୁଲଗ।ମର ମିରହ।ମ।ରେ ପ।କିସ୍ତ।ନୀ ଜୈଶ କମ।ଣ୍ଡରଙ୍କ ସମେତ ତିନିଜଣ ଆତଙ୍କବ।ଦୀ ନିହତ ହୋଇଥିଲେ । ତେବେ ସୂଚନା ଅନୁସାରେ ଆତଙ୍କବ।ଦୀଙ୍କ ଉପସ୍ଥିତି ସମ୍ପର୍କରେ ସୁରକ୍ଷ। ବ।ହିନୀ ଖବର ପାଇଲାପରେ […]
୨ ଜଣ ଆତଙ୍କବାଦୀଙ୍କୁ ନିହତ କଲେ ଶ୍ରୀନଗର ନିରାପତ୍ତାବଳ
Published On
By Samaya Live
ଶ୍ରୀନଗର: ଡିସେମ୍ବର ୧୩: ଗତକାଲି ପୁଲ୍ୱାମା ଜିଲ୍ଲାରେ ନିରାପତ୍ତା ବଳ ଜଣେ ଆତଙ୍କବାଦଙ୍କୁ ନିହତ କରିଥିଲା ବେଳେ ଆଜି ଶ୍ରୀନଗର ସ୍ଥିତ ରଙ୍ଗରେଠ୍ ଅଞ୍ଚଳର ନିରାପତ୍ତା ବଳ ଦୁଇ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନିରାପତ୍ତା ବଳ ସହ ଗୁଳି ବିନିମୟ କରି ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ଜମ୍ମୁ ଓ କଶ୍ମୀର ପୋଲିସ ଟୁଇଟ୍ ଜରିଆରେ ସୂଚନା ଦେଇଛି । ୨ଜଣ ଅଚିହ୍ନା ଆତଙ୍କବାଦୀ ନିହତ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ତଲାସି ଅପରେସନ […]

