Jammu and Kashmir’s Poonch
ଦେଶ- ବିଦେଶ 

ଜାମ୍ମୁ କାଶ୍ମୀର : ଖାଇ କୁ ବସ ଖସି ୧୧ ମୃତ ,୨୦ ରୁ ଅଧିକ ଆହତ

ଜାମ୍ମୁ କାଶ୍ମୀର : ଖାଇ କୁ ବସ ଖସି ୧୧ ମୃତ ,୨୦ ରୁ ଅଧିକ ଆହତ ଜାମ୍ମୁ କାଶ୍ମୀର ପୂଞ୍ଚ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା I ଖାଇକୁ ଏକ ମିନି ବସ ଖସି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହେବା ସହିତ ୨୦ ଜଣ ରୁ ଅଧିକ ଆହତ ହୋଇଛନ୍ତି I ପୁଞ୍ଚ୍‌ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି। ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ବସ୍‌ଟି ଜାମ୍ମୁ କାଶ୍ମୀର ର ମଣ୍ଡିରୁ ସୁଜିୟାନ୍‌ରୁ ଅଭିମୂଖେ ଯାଉଥିବା ବେଳେ ଅଚାନକ ବସ ଟି ଭାରସାମ୍ୟ ହରାଇ ଖାଇ ମଧ୍ୟକୁ ଖସି […]
Read More...

Advertisement