Jama Masjid Mosque Management Committee
ଦେଶ- ବିଦେଶ 

ଜାମା ମସଜିଦରେ ମହିଳାଙ୍କ ପ୍ରବେଶ କଟକଣା ଉଠିଲା

ଜାମା ମସଜିଦରେ ମହିଳାଙ୍କ ପ୍ରବେଶ କଟକଣା ଉଠିଲା ନୂଆଦିଲ୍ଳୀ: ମସଜିଦ୍‌ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଥିଲା ଜାମା ମସଜିଦ୍‌ ମସ୍କ ମ୍ୟାନେଜମେଣ୍ଟ୍‌ କମିଟି । ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସଜିଦ୍‌ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜାମା ମସଜିଦ୍‌ ମସ୍କ ମ୍ୟାନେଜମେଣ୍ଟ୍‌ କମିଟି ନୋଟିସ ଜାରି କରି କହିଥିଲା । ହେଲେ ଏହାକୁ ନେଇ ତୀବ୍ର ବିରୋଧ ହେବାରୁ ଏବେ ନିଷ୍ପତ୍ତି ବଦଳିଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନା ଏହି ପ୍ରସଙ୍ଗକୁ ନେଇ […]
Read More...

Advertisement