JALEBI BABA WAS JAILED
ଦେଶ- ବିଦେଶ  ଅପରାଧ 

ଜଲେବି ବାବା ଙ୍କୁ ୧୪ ବର୍ଷ ଜେଲ

ଜଲେବି ବାବା ଙ୍କୁ ୧୪ ବର୍ଷ ଜେଲ ରୋହତକ : ଜଲେବି ବାବା ଓରଫ ଅମରପୁରୀ ଓରଫ ବିଲ୍ଲୁଙ୍କ ଖେଳ ଶେଷ ହୋଇଛି । ବାବାଙ୍କୁ ହୋଇଛି ୧୪ ବର୍ଷ ଜେଲଦଣ୍ଡାଦେଶ । ହରିଆଣାର ଫତେହବାଦରେ ଆଶ୍ରମ ଖୋଲି ମହିଳାଙ୍କ ରୋଗ ଦୂର କରିବା ନାଁରେ ୧୦୦ରୁ ଉର୍ଦ୍ଧ୍ଵ ମହିଳାଙ୍କୁ କରିଛନ୍ତି ଦୁଷ୍କର୍ମ I ଏହି ଭଣ୍ଡବାବା ଅମରବୀର ଓରଫ ଜଲେବି ବାବାଙ୍କୁ ଫତେହବାଦର ଏକ କୋର୍ଟ ୧୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଗତ ଡିସେମ୍ବର ୫ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଜଲେବି […]
Read More...

Advertisement