jal cast certificate
ଜିଲ୍ଲା  ଅପରାଧ 

ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦେଇ ଫସିଲେ କ୍ରାଇମବ୍ରାଞ୍ଚ୍‌ ଅଧିକାରୀ

ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦେଇ ଫସିଲେ କ୍ରାଇମବ୍ରାଞ୍ଚ୍‌ ଅଧିକାରୀ ସମ୍ବଲପୁର: ଅପ୍ରେଲ ୨୭: ସମ୍ବଲପୁର ଟାଉନ୍ ଥାନାର ପୂର୍ବତନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରାଙ୍କ ଅଡ଼ୁଆ । ଜାତି ପ୍ରମାଣ ପତ୍ର ଭୁଲ ଦେଇ ଫସିଲେ ଅଧିକାରୀ । ଶ୍ରୀ ଦୋରା ମୂଳତଃ ତେଲେଙ୍ଗା ଜାତି (ଓବିସି ଓ ଏସଇବିସି)ର ହୋଇଥିବା ବେଳେ ନିଜକୁ କଣ୍ଡ ଦୋରା (ତଫସିଲଭୁକ୍ତ ଜନଜାତି) ଦର୍ଶାଇ ଚାକିରି କରିଥିବା ନେଇ ଗତ ବର୍ଷ ହାଇକୋର୍ଟରେ ମାମଲା ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଏସ୍ପି ଏହା ଉପରେ ତଦନ୍ତ କରିବାକୁ ସମ୍ବଲପୁରର […]
Read More...

Advertisement