Jajpur
ଓଡ଼ିଶା 

ମାଲବାହୀ ରେଳ ଦୁର୍ଘଟଣା ,ଷ୍ଟେସନ ଉପରେ ମାଡିଯାଇ ୩ ମୃତ

ମାଲବାହୀ ରେଳ ଦୁର୍ଘଟଣା ,ଷ୍ଟେସନ ଉପରେ ମାଡିଯାଇ ୩ ମୃତ ଯାଜପୁର ୨୧-୧୧: ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟି ଯାଇଛି ଦୁଖଦଃ ଟ୍ରେନ୍‌ ଦୁର୍ଘଟଣା I ଏକ ମାଲବାହୀ ରେଳ ଲାଇନ୍ଚ୍ୟୁତ ହୋଇ ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୬ଟା ୪୪ ମିନିଟରେ ଏହି ଦୁର୍ଘଟଣା ଘଟିଛି । କୋରେଇ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା ୫୮ ଓ୍ଵାଗନ ବିଶିଷ୍ଟ ମାଲଗାଡ଼ି । ୮ଟି ବଗି ଲାଇନଚ୍ୟୁତ ହୋଇଛି […]
Read More...
ଓଡ଼ିଶା 

ମାଙ୍କଡର ମୁଣ୍ଡ କାଟିନେଲେ ଦୁବୁର୍ତ୍ତ

ମାଙ୍କଡର ମୁଣ୍ଡ କାଟିନେଲେ ଦୁବୁର୍ତ୍ତ Edited by Papu Mohanty ଦଶରଥପୁର : ମେ ୨୨:ଦଶରଥପୁର ବ୍ଲକ ଦୁଦୁରାଅନ୍ତା ପଞ୍ଚାୟତ ଗୁଡିଆ ପାଟଣାରେ ଘଟିଛି ଏକ ଅଭାବନୀୟ କାଣ୍ଡ । କେହି ଦୁବୁର୍ତ୍ତ ଗୋଟେ ମାଙ୍କଡରେ ମୁଣ୍ଡ କାଟିନେଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା । ଗୁଣିଗାରେଡି ଶିଖୁଥିବା କେହି ଦୁବୁର୍ତ୍ତ ମାଙ୍କଡର ମୁଣ୍ଡକାଟି ବଳି ପକାଇଥିବା ସନ୍ଦେହ କରାଯାଉଛି । କୁଅଁରସାହି ଗାଁର କିଛି ଯୁବକ ଉକ୍ତମାଙ୍କଡକୁ ନେଇ ଗାଁ ହନୁମାନ ମନ୍ଦିର ନିକଟରେ ଗେରୁଆ ବସ୍ତ୍ର […]
Read More...

Advertisement