jajpur Headline
ଓଡ଼ିଶା 

ଭିଜିଲାନ୍‌ସଙ୍କ ହାତରେ ଯାଜପୁର ତହସିଲ ସେକ୍‌ସନ ଅଫିସ: ୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ଗିରଫ

ଭିଜିଲାନ୍‌ସଙ୍କ ହାତରେ ଯାଜପୁର ତହସିଲ ସେକ୍‌ସନ ଅଫିସ: ୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାରେ ଗିରଫ ଯାଜପୁର: ଜୁନ୍‌ ୨୨: ନିକଟରେ ଅର୍ଥ ଦୁର୍ନୀତି ମାମଲାରେ ଯାଜପୁ ତହସିଲର ପୂର୍ବତନ ନାଜିର୍‌ ରଜତ କୁମାର ରାଉତଙ୍କୁ ଭିଜିଲାନ୍‌ସ ଗିରଫ କରିଥିଲା ବେଳେ ଏହି ଘଟଣାରେ ଆଉ ଜଣଙ୍କୁ ଗିରଫ କରାଯାଇଛି । ସେ ହେଉଛନ୍ତି ଯାଜପୁର ତହସିଲର ସେକ୍‌ସନ୍‌ ଅଫିସର ଅଜୟ କୁମାର ସାହୁ । ୨୦୦୬ରୁ ୨୦୧୬ ମସିହା ମଧ୍ୟରେ ଯାଜପୁର ତହସିଲରେ ୪ କୋଟି ୯୫ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ଅର୍ଥ ଅପବ୍ୟବହାର ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ଗିରଫ […]
Read More...

Advertisement