jajpur district
ଜିଲ୍ଲା  ଅପରାଧ 

ଯାଜପୁରରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ

ଯାଜପୁରରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଯାଜପୁର: ମାର୍ଚ୍ଚ ୨୬: ବାଲିଘାଟକୁ କେନ୍ଦ୍ରକରି ବୋମାମାଡ଼ । ଜଣେ ଲିଜ୍ଧାରୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲାରେ ମାଫିଆଙ୍କ ନିୟନ୍ତ୍ରଣରେ ବାଲିଘାଟ। ଅଧିକାରୀ ଓ ରାଜନେତାଙ୍କ ପ୍ରୋତ୍ସାହନ ପାଇଁ ଚାଲିଛି ମନଇଚ୍ଛା ଲୁଟ୍‌। ଫଳରେ ଶହ ଶହ କୋଟି ଟଙ୍କା ରାଜସ୍ୱ ଲୁଟ୍ ହେଉଛି। ଚଳିତମାସରେ ୪୬ଟି ବାଲିଘାଟର ଖନନ ଅନୁମତି ଶେଷହେବାକୁ ଥିବାବେଳେ ଆହୁରି ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆସନ୍ତା ୩୧ତାରିଖ ସୁଦ୍ଧା ଜିଲ୍ଲାର ଯେଉଁ ୪୬ଟି ବାଲିଘାଟର ଖନନ […]
Read More...

Advertisement