jajpur biraja temple
ଜିଲ୍ଲା  ଓଡ଼ିଶା 

ମନ୍ଦିରରେ ଆଉ ଦକ୍ଷିଣା ମାଗିବେନି ବ୍ରାହ୍ମଣ

ମନ୍ଦିରରେ ଆଉ ଦକ୍ଷିଣା ମାଗିବେନି ବ୍ରାହ୍ମଣ ଯାଜପୁର: ମଇ ୨୪: ସବ୍‌ କଲେକcର ବ୍ରାହ୍ମଣଙ୍କୁ କରାଇଲେ ଶପଥ । ଶ୍ରଦ୍ଧାଳୁଙ୍କୁ ସମ୍ମାନ ସହ କରାଯିବ ସ୍ୱାଗତ । ଯେଉଁ ଭକ୍ତମାନେ ମନ୍ଦିରକୁ ଆସିବେ, ସେମାନଙ୍କୁ ସ୍ୱାଗତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଯେମିତି ମନ୍ଦିର ମଧ୍ୟରେ କୌଣସି ନୀତିକାନ୍ତି କିମ୍ବା ସେବା ପୂଜାରେ ବ୍ୟତିକ୍ରମ ନହେବ ସେନେଇ ବି ଧ୍ୟାନ ଦିଆଯିବ । ଆଉ ଏପିରି ନିଷ୍ପତ୍ତି ନେଇଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିରର ସେବାୟତମାନେ । ଯାହାକୁ ନେଇ […]
Read More...

Advertisement