jagarnatha temple
ଜିଲ୍ଲା  ଓଡ଼ିଶା 

ଥମୁନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

ଥମୁନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପୁରୀ: ମଇ ୧୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଘନଉଛି ବିବାଦ । ବିବାଦ ଘେରରେ ପୁଣି ସାମ୍ନାକୁ ଆସିଛି ନୂଆ ବିବାଦ । ଜିପିଆର ସର୍ଭେ ନକରି କେମିତି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ କାମ କରାଯାଉଛି ତାକୁ ନେଇ ବିବାଦ ଦେଖାଦେଇଛି । ସୂଚନା ଅନୁସାରେ, ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ ହେଉଛି ଜିପିଆର । ଏହା ଦ୍ୱାରା ଯେଉଁ ଐତିହ୍ୟ ସ୍ଥଳକୁ ଖନନ କରାଯାଉଛି ସେହି ମାଟି ତଳେ କଣ ଅବଶେଷ ବା କୀର୍ତ୍ତିରାଜି ରହିଛି […]
Read More...

Advertisement