Jagannath Temple
ଜିଲ୍ଲା 

ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି

ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଓ ବିବାହୋତ୍ସବ ନୀତି ପୁରୀ: ଜୁନ ୧୧: ସକାଳ ଧୂପ ପୂଜା ବସିଥିବା ସମୟରେ ଦକ୍ଷିଣି ଘରେ ମଦନ ମୋହନଙ୍କର ବେଶ କରାଯାଇଥାଏ । ସକାଳ ଧୂପ ପରେ ପୂଜାପଣ୍ଡା ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରି ମହାଜନ ସେବକମାନେ ଚଳନ୍ତି ପ୍ରତିମାଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାଇଥାନ୍ତି । ଏହା ପରେ ବିମାନ ବଡୁସେବକ ମହାପ୍ରଭୁଙ୍କୁ ପାଲିଙ୍କିରେ ନେଇ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ଯାଇଥାନ୍ତି । ସେଠାରେ ଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ପ୍ରତିମାଙ୍କୁ ବିଜେ […]
Read More...
ଓଡ଼ିଶା 

ଖୋଲିଲା ଶ୍ରୀମନ୍ଦିରର, ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ

ଖୋଲିଲା ଶ୍ରୀମନ୍ଦିରର, ଆଜିଠୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ ଭୁବନେଶ୍ୱର: ଅଗଷ୍ଟ ୨୩: ପ୍ରାୟ ୪ମାସର ବ୍ୟବଧାନ ପରେ ରାଜ୍ୟ ଓ ରାଜ୍ୟ ବାହାର ଭକ୍ତ ତଥା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ କଟକଣା ଯୋଗୁଁ ଦୀର୍ଘ ମାସ ଧରି ବନ୍ଦ ଥିବା ଶ୍ରୀକ୍ଷେତ୍ରଧାମର ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସମସ୍ତ ଶ୍ରଦ୍ଧାଳୁ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରି ବହୁତ ଖୁସିଥିବା ଜଣାଯାଉଥିଲେ । ଶ୍ରୀମନ୍ଦିରରେ […]
Read More...
ଓଡ଼ିଶା 

ସୁନାବେଶରେ ଦର୍ଶନ ଦେଲେ ତିନି ଠାକୁର

ସୁନାବେଶରେ ଦର୍ଶନ ଦେଲେ ତିନି ଠାକୁର ଭୁବନେଶ୍ୱର : ଜୁଲାଇ ୦୨:ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ ।ଲୀଳାଖେଳା ସାରି ମାଉସୀ ମାଙ୍କ ଘରୁ ଫେରିବା ପରେ ଗୁରୁବାର ମହଣ ମହଣ ସୁନା ଅଳଙ୍କାରରେ ଆଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣା ପାଇଁ ବିନା ଭକ୍ତରେ ସଂପାଦିତ ହୋଇଛି ରିତିନୀତି । ସିଂହଦ୍ୱାରରେ ତିନି ରଥ ଉପରେ ଅନୁଷ୍ଠିତ ହୋଇଛି ଶ୍ରୀଜୀଉଙ୍କ ସୁନାବେଶ । କରୋନା ସଂକ୍ରମଣ ବଢୁଥିବାରୁ ପୁରୀକୁ ଭକ୍ତଙ୍କୁ ଛଡାଯାଇନାହିଁ । ଟିଭି ମାଧ୍ୟମରେ ମହାବାହୁଙ୍କ ସୁନା […]
Read More...
ଓଡ଼ିଶା 

ରାତି ପାହିଲେ ବାହୁଡା; କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ

ରାତି ପାହିଲେ ବାହୁଡା; କାର୍ଯ୍ୟକ୍ରମର ହେବ ସିଧାପ୍ରସାରଣ ଭୁବନେଶ୍ୱର : ଜୁନ ୩୦:ରାତି ପାହିଲେ ବାହୁଡା । ରଥଯାତ୍ରାର ବିବରଣୀ ସିଧାପ୍ରସାରଣ ପରେ ଏବେ ବାହୁଡା, ସୁନାବେଶ, ଅଧରପଣା, ନିଳାଦ୍ରୀବିଜେର ମଧ୍ୟ ସିଧାପ୍ରସାରଣ ହେବ । ସବୁ ଚ୍ୟାନେଲ କୁ ମାଗଣାରେ ଫିଡ଼ ଯୋଗାଇ ଦିଆଯିବ । ଏଥିପାଇଁ ୧୨ ଟି ଏଚ ଡି କ୍ୟାମେରା ଓ ୨ଟି ଜିମି ଲାଗିଛି । ଡ୍ରୋନ ମଧ୍ୟ ବ୍ୟବହାର ହୋଇଛି । ବାହୁଡ଼ା ଓ ସୁନାବେଶର ଲାଇଭ ଏନ ଆଇ ସି ମାଧ୍ୟମରେ ହେବ । ବହୁଡାଯାତ୍ରାଠୁ […]
Read More...
ଓଡ଼ିଶା 

ଭକ୍ତଶୂନ୍ୟ ରଥଯାତ୍ରା ରଚିଲା ଇତିହାସ

ଭକ୍ତଶୂନ୍ୟ ରଥଯାତ୍ରା ରଚିଲା ଇତିହାସ ପୁରୀ, ୨୩ା୬ (ସବୁ୍ୟ) : ଅଭୂତପୂର୍ବ କଟକଣା ମଧ୍ୟରେ ସମ୍ପନ୍ନ ହୋଇଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିନା ଭକ୍ତରେ ବଡଦାଣ୍ଡରେ ଗଡିଛି ତିନିରଥ। ନୀତିନିର୍ଘଣ୍ଟର ଏକଘଣ୍ଟା ୨୫ମିନିଟ୍‌ ବିଳମ୍ବରେ ନୀତି ଆରମ୍ଭ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ସମୟର ୧୦ମିନିଟ୍‌ ପୂର୍ବରୁ ତିନି ରଥ ପ୍ରତିଷ୍ଠା, ୪୫ମିନିଟ୍‌ ପୂର୍ବରୁ ଛେରାପହଁରା ସମ୍ପନ୍ନ ହେବା ସହ ଅପରାହ୍ନ ୫ଟା ୧୦ମିନିଟ୍‌ ସୁଦ୍ଧା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି ପ୍ରଭୁବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ […]
Read More...
ଓଡ଼ିଶା 

ସ୍ନାନ ଯାତ୍ରା ବୈଠକ; ନିଯୋଗ କହୁଛି ୧୫୦ ଦଇତା ସେବକଙ୍କୁ ଅନୁମତି ଦିଅ

ସ୍ନାନ ଯାତ୍ରା ବୈଠକ; ନିଯୋଗ କହୁଛି ୧୫୦ ଦଇତା ସେବକଙ୍କୁ ଅନୁମତି ଦିଅ Edited by Papu Mohanty ଭୁବନେଶ୍ୱର :ମେ ୨୫: ଜୁନ ୫ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବାୟତଙ୍କୁ ଅନୁମତି ଦେବା ପାଇଁ ଦଇତାପତି ନିଯୋଗ ଦାବି କରିଛି। ଏସମ୍ପର୍କରେ ଆଜି ବସିଥିବା ବୈଠକରେ ଦଇତା ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ର ଏହା କହିଛନ୍ତି। ଦାବି ଅନୁସାରେ ଜଗନ୍ନାଥଙ୍କ ପହଣ୍ଡି ପାଇଁ ୬୦, ବଳଭଦ୍ରଙ୍କ ପହଣ୍ଡି ପାଇଁ ୫୦, ଦେବୀ ସୁଭଦ୍ରାଙ୍କ ପହଣ୍ଡି ପାଇଁ ୩୦ ଏବଂ ସୁଦର୍ଶନଙ୍କ ପହଣ୍ଡି […]
Read More...
ଓଡ଼ିଶା 

ବିନ୍ଧ କାର୍ଯ୍ୟ ଶେଷ, ଦଣ୍ଡା ନିର୍ମାଣ ଆରମ୍ଭ

ବିନ୍ଧ କାର୍ଯ୍ୟ ଶେଷ, ଦଣ୍ଡା ନିର୍ମାଣ  ଆରମ୍ଭ Nrusinga Charan Mohanty ପୁରୀ,୨୪ା୫(ସବ୍ୟୁ): ରଥଖଳାରେ ୩ରଥର ଚକ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଥିବା ବେଳେ ରବିବାର ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୪ଟି ଚକ ମଧ୍ୟରୁ ୧୩ଟି ଚକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ଗୋଟିଏ ଚକର ତୁମ୍ବରେ ଅର ସଂଯୋଗ ପୂର୍ବକ ବିଲେଇ ବାଡିଆ ପରେ ଜନ୍ତାଗାଡ ରଥଖଳାକୁ ଅଣାଯାଇଛି । ଏହା ପରେ ଅରରେ ସାଲ କରାଯାଇ ପଇ ସଂଯୋଗ କାର୍ଯ୍ୟ […]
Read More...

Advertisement