j sonal
ଓଡ଼ିଶା 

୩ ମହାନଗର ନିଗମ କମିଶନର ବଦଳାଇଲେ ରାଜ୍ୟ ସରକାର

୩ ମହାନଗର ନିଗମ କମିଶନର ବଦଳାଇଲେ ରାଜ୍ୟ ସରକାର ଭୁବନେଶ୍ୱର: ଜୁନ ୧୭: ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁରର କମିଶନରଙ୍କୁ ବଦଳାଇଲେ ସରକାର । ବିଜୟ ଅମୃତା କୁଲାଙ୍ଗେ ହେଲେ ଭୁବନେଶ୍ୱର ମହାନଗର କମିଶନର । ନିଖିଲ ପବନ କଲ୍ୟାଣ ହେଲେ କଟକ ମହାନଗର କମିଶନର । ଜେ. ସୋନାଲ ହେଲେ ବ୍ରହ୍ମପୁର ମହାନଗର କମିଶନର । ରାଜ୍ୟ ସରକାର ଆଜି ଜିଲ୍ଲାପାଳ ଓ ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର […]
Read More...

Advertisement