Islamabad’s harsh policies
ବିଶ୍ବ 

ପିଓକେକୁ ନେବାକୁ ଚକ୍ରାନ୍ତ କରୁଛି ପାକିସ୍ତାନ

ପିଓକେକୁ ନେବାକୁ ଚକ୍ରାନ୍ତ କରୁଛି ପାକିସ୍ତାନ ନୂଆଦିଲ୍ଲୀ: ପାକ-ଅଧିକୃତ କଶ୍ମୀର, ଯାହାକୁ ପାକିସ୍ତାନ ଆଜାଦ୍‌ କଶ୍ମୀର ବୋଲି କହୁଛି, ତାହାର ସ୍ୱାଧୀନତା ଛଡ଼ାଇନେବାକୁ ମସୁଧା କରୁଛି ପାକିସ୍ତାନ । ପିଓକେ ସମ୍ବିଧାନରେ ୧୫ତମ ସଂଶୋଧନ ଆଗତ କରି ପିଓକେକୁ ନିଜ ସହ ମିଶାଇଦେବାକୁ ଯୋଜନା କରୁଛି ପାକିସ୍ତାନ । ପାକିସ୍ତାନ ସରକାରଙ୍କ ଏହି ଚକ୍ରାନ୍ତକୁ ପିଓକେର ଲୋକମାନେ ତୀବ୍ର ବିରୋଧ କରୁଛନ୍ତି । ଏହା ବିରୋଧରେ ପିଓକେ ଲୋକମାନେ ରାସ୍ତାକୁ ଓହ୍ଲାଇ ବଡ଼ ଧରଣର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି । ପିଓକେର ୧୦ଟି ଯାକ […]
Read More...

Advertisement