IRCTC WhatsApp Chatbot
ଦେଶ- ବିଦେଶ 

ଆଇଆର୍‌ସିଟିସିର ନୂଆ ସେବା

ଆଇଆର୍‌ସିଟିସିର ନୂଆ ସେବା ନୂଆଦିଲ୍ଲୀ : ନିକଟରେ ଆଇଆରସିଟିସି (ଔRଈTଈ) ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ସୁନ୍ଦର ସେବା ଜାରି କରିଛି । ଏହି ସେବା ସାହାଯ୍ୟରେ ଆପଣ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର୍‌ ଷ୍ଟାଟସ ସହଜରେ ଘରେ ବସି ଜାଣି ପାରିବେ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଆପଣଙ୍କୁ ରେଳବାଇ େୱବସାଇଟ ଖୋଲିବାକୁ ଆବଶ୍ୟକ ପଡିବ ନାହିଁ । ଏହି ସେବା ହ୍ୱାଟ୍ସଆପ ଚାଟିଂ ପ୍ଲାଟଫର୍ମରେ ଆରମ୍ଭ ହୋଇ ସାରିଛି । ଆସ;ୁ ଜାଣିବା କିପରି […]
Read More...

Advertisement