ଆଇଆର୍‌ସିଟିସିର ନୂଆ ସେବା

ନୂଆଦିଲ୍ଲୀ : ନିକଟରେ ଆଇଆରସିଟିସି (ଔRଈTଈ) ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ସୁନ୍ଦର ସେବା ଜାରି କରିଛି । ଏହି ସେବା ସାହାଯ୍ୟରେ ଆପଣ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର୍‌ ଷ୍ଟାଟସ ସହଜରେ ଘରେ ବସି ଜାଣି ପାରିବେ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଆପଣଙ୍କୁ ରେଳବାଇ େୱବସାଇଟ ଖୋଲିବାକୁ ଆବଶ୍ୟକ ପଡିବ ନାହିଁ । ଏହି ସେବା ହ୍ୱାଟ୍ସଆପ ଚାଟିଂ ପ୍ଲାଟଫର୍ମରେ ଆରମ୍ଭ ହୋଇ ସାରିଛି । ଆସ;ୁ ଜାଣିବା କିପରି […]

Samaya Live Picture
Published On

ନୂଆଦିଲ୍ଲୀ : ନିକଟରେ ଆଇଆରସିଟିସି (ଔRଈTଈ) ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ସୁନ୍ଦର ସେବା ଜାରି କରିଛି । ଏହି ସେବା ସାହାଯ୍ୟରେ ଆପଣ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର୍‌ ଷ୍ଟାଟସ ସହଜରେ ଘରେ ବସି ଜାଣି ପାରିବେ । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଆପଣଙ୍କୁ ରେଳବାଇ େୱବସାଇଟ ଖୋଲିବାକୁ ଆବଶ୍ୟକ ପଡିବ ନାହିଁ । ଏହି ସେବା ହ୍ୱାଟ୍ସଆପ ଚାଟିଂ ପ୍ଲାଟଫର୍ମରେ ଆରମ୍ଭ ହୋଇ ସାରିଛି । ଆସ;ୁ ଜାଣିବା କିପରି ହ୍ୱାଟ୍ସଆପ ଜରିଆରେ ଲାଇଭ ଟ୍ରେନ ଷ୍ଟାଟସ ଓ ପିଏନଆର ଷ୍ଟାଟସ ଚେକ୍‌ କରି ପାରିବେ ।

ଏମିତି ଉଠା;ୁ ନୂଆ ସେବାର ଫାଇଦା
ଏହି ସେବା ଅର୍ଥାତ୍‌ ଆଇଆରସିଟିସି ହ୍ୱାଟ୍ସଆପ ଚାର୍ଟବଟ ର ଲାଭ ଉଠାଇବା ପାଇଁ ସର୍ବ ପ୍ରଥମେ ହ୍ୱାଟ୍ସଆପ ଚାର୍ଟ ନମ୍ବର ୯୧-୯୮୮୧୧୯୩୩୨୨ ନମ୍ବରକୁ ଆପଣଙ୍କ ଫୋନରେ ସେଭ କର;ୁ । ଏହାପରେ ହ୍ୱାଟ୍ସଆପକୁ ଅପଡେଟ୍‌ କର;ୁ ଓ କଣ୍ଟାକଫ ଲିଷ୍ଟକୁ ଅପଡେଟ କର;ୁ ।

ଚାର୍ଟ ୱିଣ୍ଡୋକୁ ଯାଇ ଆପଣ ଟ୍ରେନର ୧୦ ଟିକିଆ ପିଏନଆର ନମ୍ବର ପଠା;ୁ । ଏହାପରେ ଆପଣଙ୍କୁ ଟ୍ରେନର ରିୟଲ ଟାଇମ ଅଲର୍ଟ ଓ ଡିସପ୍ଲେ ମିଳିଯିବ । ଏହି ପ୍ରକାରେ ଆପଣ ଟ୍ରେନର ଲାଇଭ ଅପଡେଟ ପାଇ ପାରିବେ । ଖାଲି ସେତିକି ନୁହେଁ ଆଇଆରଟିସି ଆପଣଙ୍କୁ ଖାଦ୍ୟ ମଗାଇବାର ସୁବିଧା ମଧ୍ୟ ଦେଇଛି । ଡାଉନଲୋଡ କରି ଏହା ଦ୍ୱାରା ନିଜ ଟ୍ରେନ ସିଟରେ ଆପଣଙ୍କ ପସନ୍ଦର ଖାଦ୍ୟ ପାଇ ପାରିବେ ।