iran-attac-on-shiite
ବିଶ୍ବ  ଅପରାଧ 

ଇରାନ : ମସଜିଦ ଉପରେ ଗୁଳିମାଡ଼,୧୫ ମୃତ ୪୦ ରୁ ଅଧିକ ଆହତ

ଇରାନ : ମସଜିଦ ଉପରେ ଗୁଳିମାଡ଼,୧୫ ମୃତ ୪୦ ରୁ ଅଧିକ ଆହତ ତେହରାନ: ଦକ୍ଷିଣ ଇରାନରେ ଥିବା ଶିରାଜ ସହରରେ ସିୟା ସମ୍ପ୍ରଦାୟର ଶାହଚେରାଗ ମସଜିଦ ଉପରେ ହୋଇଛି ଆତ୍ମଘାତୀ ହମଲା I ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହେବା ସହିତ ୪୦ ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି I ଗତକାଲି ସନ୍ଧ୍ୟାରେ ୩ ବନ୍ଧୁକଧାରୀ ଆତଙ୍କବାଦୀ ମାନେ ମସଜିଦ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଇ ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ କାବୁ କରିନେଇଥିବାବେଳେ ଅନ୍ୟଜଣେ ଫେରାର ରହିଛି I ସ୍ଥାନୀୟ ଆଇଆରଏନଏ ନ୍ୟୁଜ […]
Read More...

Advertisement