ipl betting
ଜିଲ୍ଲା 

ଆଇପିଏଲ ବେଟିଂ ବେଳେ ପୋଲିସ ରେଡ୍‌, ୯ ଗିରଫ

ଆଇପିଏଲ ବେଟିଂ ବେଳେ ପୋଲିସ ରେଡ୍‌, ୯ ଗିରଫ ରାଉରକେଲା: ଆଇପିଏଲ ବେଟିଂ ଉପରେ ଚଢ଼ାଉ କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବିରମିତ୍ରପୁର ଥାନା ଯମୁନାନାକୀ ଗାଁର ଏକ ଘରେ ଚାଲିଥିଲା ଆଇପିଏଲ ବେଟିଂ । ଖବର ପାଇ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପକ୍ଷରୁ ୧୮ଟି ମୋବାଇଲ ଫୋନ, ଗୋଟିଏ ଲାପଟପ୍‌ ଏବଂ ଗୋଟିଏ ଟ୍ୟାବଲେଟ ଜବତ କରାଯାଇଛି । ଗିରଫ ସମସ୍ତ ୯ ଜଣଙ୍କୁ ଥାନାରେ ରଖି […]
Read More...

Advertisement