INS Vikrant
ଦେଶ- ବିଦେଶ 

‘ଆଇଏନଏସ ବିକ୍ରାନ୍ତ’ର ଶକ୍ତି ଓ ସାମର୍ଥ୍ୟ ଜାଣନ୍ତୁ

‘ଆଇଏନଏସ ବିକ୍ରାନ୍ତ’ର ଶକ୍ତି ଓ ସାମର୍ଥ୍ୟ ଜାଣନ୍ତୁ କେରଳ : ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ I ପ୍ରଥମ ସ୍ୱଦେଶୀ ଜ୍ଞାନ କୌଶଳ ରେ ନିର୍ମିତ ବିମାନ ପରିବହନକାରୀ INS Vikrant ନୌସେନା ରେ ହେଲା ସାମିଲ I କେରଳର କୋଚି ‘କୋଚିନ୍‌ ସିପ୍‌ୟାର୍ଡ ଲିମିଟେଡ୍‌’ରେ ପ୍ରଧାନମନ୍ତ୍ରୀ ମୋଦି INS ବିକ୍ରାନ୍ତକୁ ଦେଶ ପାଇଁ ଜଳାବତରଣ କରିଛନ୍ତି I ୧୯୭୧ରେ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଅନୁସାରେ ଏହି ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ନାମିତ କରାଯାଇଛି । ଆଇଏନଏସ ବିକ୍ରାନ୍ତ ଦୁଇଟି […]
Read More...
ଦେଶ- ବିଦେଶ 

ନୌସେନାକୁ ହସ୍ତାନ୍ତର ହେଲା ‘ବିକ୍ରାନ୍ତ’

ନୌସେନାକୁ ହସ୍ତାନ୍ତର ହେଲା ‘ବିକ୍ରାନ୍ତ’ କୋଚି : ଭାରତୀୟ ନୌସେନାକୁ ହସ୍ତାନ୍ତର ହେଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତର ପ୍ରଥମ ବିମାନବାହୀ ଯୁଦ୍ଧପୋତ ବିକ୍ରାନ୍ତ । କୋଚିନ ସିପୟାର୍ଡ ପକ୍ଷରୁ ଗୁରୁବାରଦିନ ଏହାକୁ ନୌସେନାକୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବିମାନବାହୀ ଯୁଦ୍ଧପୋତକୁ ଆସନ୍ତା ଅଗଷ୍ଟ ୧୫, ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ । ଏହା ସହିତ ବିମାନବାହୀ ଯୁଦ୍ଧପୋତ ବା ଏୟାକ୍ରାଫଫ କ୍ୟାରିୟର ଡିଜାଇନ […]
Read More...

Advertisement