Industrialist Narendra Purohit
ଦେଶ- ବିଦେଶ 

ଗାଈ ବଦଳାଇଲା ଭାଗ୍ୟ

ଗାଈ ବଦଳାଇଲା ଭାଗ୍ୟ କାମଧେନୁ ଗାଈ ବିଷୟରେ ତ ଆପଣ ଜାଣିଥିବେ । ଏହି ଗାଈର ଏପରି ଦୈବୀ ଶକ୍ତି ଥିଲା ଯେ ସେ ସମସ୍ତଙ୍କ ଇଚ୍ଛା ପୂରଣ କରି ପାରୁଥିଲା । ରାଜସ୍ଥାନର ଜାଲୋର ଜିଲ୍ଲା ରାଣୀୱାଡା ଅଞ୍ଚଳର ଧାନୋଲ ଗ୍ରାମରେ ଏବେ ଏପରି ଏକ ଗାଈ ନଜର ଆସିଛି ଯାହା କାମଧେନୁୁ ପରି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇ ଦେଇଛି । ଏହି ଗାଈ ଏବେ କୋଟି ମୂଲ୍ୟର ବଙ୍ଗଳାରେ ରହୁଥିବା ବେଳେ ଦେଶୀ ଘିଅରେ ପ୍ରସ୍ତୁତ ଲଡୁ […]
Read More...

Advertisement