Induction class of class +2 starts from today
ଓଡ଼ିଶା 

ଆଜିଠାରୁ +୨ ଶ୍ରେଣୀ ର ଇଣ୍ଡକ୍ସନ କ୍ଲାସ ଆରମ୍ଭ

ଆଜିଠାରୁ +୨ ଶ୍ରେଣୀ ର ଇଣ୍ଡକ୍ସନ କ୍ଲାସ ଆରମ୍ଭ ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଇଣ୍ଡକସନ୍‌ କ୍ଲାସ ଆରମ୍ଭ । ରାଜ୍ୟରେ ଥିବା ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଏହା ଆଜିଠାରୁ ( ୨୨ ତାରିଖରୁ) ଆରମ୍ଭ ହୋଇ ୨୪ତାରିଖ ଯାଏ ଚାଲିବ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ତେଣୁ ନୂଆ କରି +୨ ରେ ଆଡ଼ମିସନ ନେଇଥିବା ଛାତ୍ର ଛାତ୍ରୀ ମାନେ ବେଶ ଉତ୍ସାହିତ ଅଛନ୍ତି I ଇଣ୍ଡକସନ୍‌ କ୍ଲାସ […]
Read More...

Advertisement