Indrabati canal repairs
ଜିଲ୍ଲା  କୃଷି 

ଇନ୍ଦ୍ରାବତୀ କେନାଲ ମରାମତି ଯୋଗୁଁ ଚାଷ କାର୍ଯ୍ୟରେ ବାଧା : ଖରିଫରେ ପ୍ରଭାବ ପଡିବା ସମ୍ଭାବନା

ଇନ୍ଦ୍ରାବତୀ କେନାଲ ମରାମତି ଯୋଗୁଁ ଚାଷ କାର୍ଯ୍ୟରେ ବାଧା : ଖରିଫରେ ପ୍ରଭାବ ପଡିବା ସମ୍ଭାବନା ଭବାନୀପାଟଣା : ଚାଷ ପାଇଁ ଜଳସେଚନର ଅଭାବ କାରଣରୁ କଳାହାଣ୍ଡି ଜିଲ୍ଲାରେ ମରୁଡି ପରିସ୍ଥିତିର ଆଶଙ୍କା ସୃଷ୍ଟି ହେଲାଣି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ମରାମତି ଓ ନୂତନ କାମ ଚାଲିଥିବାରୁ ରବିରେ ୨୯ ହଜାର ହେକଫର ଚାଷ ଜମି ପ୍ରଭାବିତ ହୋଇଥିବା ବେଳେ ଆଗାମୀ ଖରିଫ ଚାଷ ମଧ୍ୟ ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ଥିବା ଯୋଗୁଁ ଚାଷୀ ବର୍ତ୍ତମାନ ଠାରୁ ଚିନ୍ତାରେ ପଡିଛି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାମ ଚାଲିଥିବାରୁ […]
Read More...

Advertisement