Indian sport news
ଖେଳ 

ଡାଇମଣ୍ଡ ଲିଗ୍‌ ଜିତିବାରେ ନୀରଜ ପ୍ରଥମ ଭାରତୀୟ

ଡାଇମଣ୍ଡ ଲିଗ୍‌ ଜିତିବାରେ ନୀରଜ ପ୍ରଥମ ଭାରତୀୟ ନୂଆଦିଲ୍ଲୀ : ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ଭାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ସମ୍ମାନଜନକ ଡାଇମଣ୍ଡ ଲିଗ୍‌ ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ସେ ଖେଳ ଆରମ୍ଭରୁ ଉସିାହଜନକ ପ୍ରଦର୍ଶନ ଦେଖାଇପାରିନଥିଲେ । କି;ୁ ୮୮.୪୪ ମିଟର ଥ୍ରୋ କରି ଶୀର୍ଷ ସ୍ଥାନକୁ ଲମ୍ଫ ମାରିଥିଲେ । ସେ ଦ୍ୱିତୀୟ ପ୍ରୟାସରେ ହିଁ କ୍ୟାରିୟର ଚତୁର୍ଥ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ତାଙ୍କର ପରବର୍ତ୍ତୀ ୪ଟି ଥ୍ରୋରେ ସେ ୮୮ ମିଟର, ୮୬.୧୧ ମିଟର, […]
Read More...

Advertisement