Indian Premier League (IPL) 2023
ଖେଳ 

ଟି-୨୦ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ 2023: ଡିସେମ୍ବର ୨୩ରେ ଖେଳାଳି ନିଲାମ୍‌

ଟି-୨୦ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ 2023: ଡିସେମ୍ବର ୨୩ରେ ଖେଳାଳି ନିଲାମ୍‌ ନୂଆଦିଲ୍ଲୀ : ଲୋକପ୍ରିୟ ଟି-୨୦ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ର ଖେଳାଳି ନିଲାମ୍‌ ଡିସେମ୍ବର ୨୩ରେ କୋଚିରେ ହେବାକୁଯାଉଛି । ଆଇପିଏଲ୍‌-୨୦୨୩ ସଂସ୍କରଣ ନିମନ୍ତେ ଏହି ନିଲାମ୍‌ ହେବ ବୋଲି ବୁଧବାର ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଖେଳାଳି ନିଲାମ୍‌ ସହର ତାଲିକାରେ ତୁର୍କିର ଇସ୍ତାନବୁଲ୍‌, ବେଙ୍ଗାଲୁରୁ, ନୂଆଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ଥିଲେ । କି;ୁ କେରଳର କୋଚିକୁ ଆଇପିଏଲ୍‌ ଖେଳାଳି ନିଲାମ୍‌ ପାଇଁ ବିସିସିଆଇ ଚୟନ କରିଛି । ବ୍ୟବସାୟୀ ଓ […]
Read More...

Advertisement