Indian politics
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ଆସିପାରେ ଆପ୍ ସରକାର
Published On
By Samaya Live
ଅହମ୍ମଦାବାଦ: ଆଉ ମାତ୍ର ଦିନ କେଇଟା ପରେ ପଡିବ ଗୁଜରାଟ ବିଧାନସଭା ଭୋଟ୍ । ତେବେ ଏହାପୂର୍ବରୁ ବିଜେପି ଓ ଆମ୍ ଆଦମୀ ପାର୍ଟି ଜୋରସୋର୍ରେ ପ୍ରସ୍ତୁତି ଚଳାଇଛନ୍ତି । ଏହି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ସରଗରମ ରହିଛି । ଏହା ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ହୋଇଥିବା ଏଠାରେ ପୁଣି ବିଜେପି ସରକାରକୁ ଫେରିବ ବୋଲି ଅନେକ କୁହାକୁହି ହେଉଛନ୍ତି । ସେପଟେ ଏହି ନିର୍ବାଚନକୁ ନେଇ କଂଗ୍ରେସ ବ୍ୟାକ୍ଫୁଟ୍ରେ ଥିବାବେଳେ ଦିଲ୍ଲୀ ଓ ପଞ୍ଜାବ […]
ଆସନ୍ତା ମାସ ୧ ଓ ୫ରେ ହେବ ଗୁଜରାଟ ନିର୍ବାଚନ, କଂଗ୍ରେସର ପ୍ରତିଶ୍ରୁତି
Published On
By Samaya Live
ଦିଲ୍ଲୀ : ଆଜି ନିର୍ବାଚନ ଆୟୋଗ କମିସନର୍ ରାଜୀବ କୁମାର ଗୁଜରାଟ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଆସନ୍ତା ଡିସେମ୍ବର ୧ ଓ ୫ ତାରିଖରେ ନିର୍ବାଚନ ହୋଇ ୮ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ସେ ଜଣାଇଛନ୍ତି । ରାଜ୍ୟର ୧୮୨ଟି ବିଧାନସଭା ଆସନ ନିମନ୍ତେ ୫୧,୭୮୨ଟି ପୋଲ୍ ଷ୍ଟେସନ୍ ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗ । ସେଥିରୁ ୧,୨୭୪ଟି ପୋଲ୍ ଷ୍ଟେସନ୍ ସମ୍ପୂର୍ଣ୍ଣରୂପେ ମହିଳା ପୋଲିଂ ଓ […]
୨୦ କୋଟି ଦେଇ ବିଧାୟକଙ୍କୁ ଦଳରୁ ଅଲଗା କରିବାକୁ ଚେଷ୍ଟା କରୁଛି ବିଜେପି: ଆପ୍ର ଜାତୀୟ ମୁଖପାତ୍ର
Published On
By Samaya Live
ଦିଲ୍ଲୀ: ଆମ୍ ଆଦମୀ ଦଳର କେତେକ ବିଧାୟକଙ୍କୁ ଦଳ ଛାଡ଼ିବା ପାଇଁ ବଡ଼ ଅଫର ଦିଆଯାଉଛି । ଯଦି ଅଫର୍ ଗ୍ରହଣ ନ କରିବ ତେବେ ସିବିଆଇ ଏବଂ ଇଡି ମାମଲା ରୁଜୁ ନେଇ ଧମକ ମଧ୍ୟ ମିଳୁଛି ବୋଲି ଏହିପରି ଗୁରୁତର ଅଭିଯୋଗ ଆଣିଛନ୍ତି ଆପ୍ ଦଳର ମୁଖପାତ୍ର । ସୂଚନା ଅନୁସାରେ, ଦଳ ଛାଡ଼ିବା ପାଇଁ ଦଳର ପ୍ରତ୍ୟେକ ବିଧାୟକଙ୍କୁ ୨୦ କୋଟି ଟଙ୍କାର ଅଫର୍ ଦିଆଯାଉଛି । ସହଯୋଗ ନକଲେ ସେମାନଙ୍କ ବିରୋଧରେ […]
୨୪ରେ ନୀତୀଶ ଦେବେ ଆସ୍ଥା ପରୀକ୍ଷା
Published On
By Samaya Live
ପାଟନା: ଆସନ୍ତା ୨୪ ତାରିଖରେ ବିହାର ବିଧାନସଭା ଅଧିବେଶନ ବସିବ ଏବଂ ମହାମେଣ୍ଟ ସରକାର ଏହିଦିନ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ । ନୀତୀଶ କୁମାର ଗତକାଲି ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।ଏହାପରେ ପ୍ରଥମ କ୍ୟାବିନେଟ ବେଠକ ହୋଇଥିଲା । ୨୪ ତାରିଖରେ ମହାମେଣ୍ଟ ସରକାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବ ବୋଲି ଏହି ବେଠକରେ ନିଷ୍ପତ୍ତି ହୋଇଥିଲା । ଇତି ମଧ୍ୟରେ ବିଜେପି ବିଧାୟକ ବିଜୟ କୁମାର ସିହ୍ନା ବାଚସ୍ପତି ପଦ […]
ବିହାର ରାଜନୀତିରେ ହଟଚମଟ: ବିଜେପି ସହିତ ମେଣ୍ଟ ଭାଙ୍ଗିଲେ ନୀତିଶ କୁମାର
Published On
By Samaya Live
ପାଟନା: ବିହାର ରାଜ୍ୟର ରାଜନୈତିକ ପାଣିପାଗ ବଦଳିପାରେ ଆଉ ବିହାରରେ କିଛି ବଡ଼ ରାଜନୈତିକ ଘଟଣା ଘଟିପାରେ ବୋଲି ଯାହା ଆଶା କରାଯାଉଥିଲା, ତାହା ଆଜି ସତ ହୋଇଛି । ବିହାରରେ ଶାସନ କରୁଥିବା ଜନତା ଦଳ (ସଂଯୁକ୍ତ) ଓ ବିଜେପି ମେଣ୍ଟ ଭାଙ୍ଗିଯାଇଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଜେଡିୟୁର ସାଂସଦ ଓ ବିଧାୟକଙ୍କୁ ନେଇ ଡାକିଥିବା ବୈଠକ ଶେଷ ହେବା ପରେ ଏହି ଖବର ସାମ୍ନାକୁ ଆସିଛି । ଜେଡିୟୁ ନିଜ […]
ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ, ମନ୍ତ୍ରୀ ପଦ ପାଇଲେ ବାବୁଲ୍ ସୁପ୍ରିୟୋ
Published On
By Samaya Live
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିଛନ୍ତି । ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ଜାଗା ମିଳିଛି । ଏଥିରେ ବାବୁଲ୍ ସୁପ୍ରିୟୋଙ୍କୁ ମଧ୍ୟ ମନ୍ତ୍ରୀ କରାଯାଇଛି । ତେବେ ମମତା ସରକାର ନିଜ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ଏମିତି ସମୟରେ କରିଛନ୍ତି, ଯେତେବେଳେ କି, ତୃଣମୂଳ କଂଗ୍ରେସ ଦଳ ପାର୍ଥ ଚାଟାର୍ଜୀଙ୍କ କାରଣରୁ ଟାର୍ଗେଟରେ ରହିଛି । ସୂଚନାଥାଉ କି, ପୂର୍ବରୁ ଦଳୀୟ ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀ […]
ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍: ସୁପ୍ରିମକୋର୍ଟ
Published On
By Samaya Live
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଲୁଭାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉପହାର ବାଣ୍ଟିବା, ବିଦୁ୍ୟତ୍-ପାଣି ମାଗଣାରେ ଦେବା ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ଆଦୌ ଉଚିତ୍ ନୁହେଁ । ଏହାକୁ ନେଇ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ ଆଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକ ଭୋଟରମାନଙ୍କୁ ମାଗଣା ବିଦୁ୍ୟତ୍, ପାଣି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ପ୍ରତଶ୍ରୁତି ଦେଉଛନ୍ତି […]
ଗୃହରେ ହଙ୍ଗାମା କରିବାରୁ ୧୧ ଜଣ ସାଂସଦ ନିଲମ୍ବିତ
Published On
By Samaya Live
ଦିଲ୍ଲ: ବିଧାନସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିନବେଶନ ଆରମ୍ଭରୁ ବିରୋଧୀ ସାଂସଦ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା କରିବାରୁ ୧୧ଜଣ ରାଜ୍ୟସଭା ସାଂସଦଙ୍କୁ ଏକ ସପ୍ତାହ ପାଇଁ ନିଲମ୍ବନ କରାଯାଇଛି । ଏହା ପୂର୍ବରୁ ମଧ୍ୟ ସୋମବାର ୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ଓ ଡିଏମ୍କେର ସାଂସଦ ରହିଛନ୍ତି । ସୁସ୍ମିତା ଦେବ, ଡ. ଶାନ୍ତନୁ ସେନ୍, ଡୋଲା ସେନ୍, ଶାନ୍ତି ଛେତ୍ରି, ମୋହମ୍ମଦ ଅବଦୁଲ୍ଲା, […]
ରାଜନୀତିରୁ ୟେଦୁରପାଙ୍କ ଅବସର, ପୁଅ ବିଜୟେନ୍ଦ ଉତ୍ତରାଧିକାରୀ
Published On
By Samaya Live
ନୂଆଦିଲ୍ଲୀ: ଭେଟେରାନ ବିଜେପି ନେତା ତଥା ଚାରି ଥର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରªା ଆଜି ରାଜନୀତିରୁ ତାଙ୍କର ଅବସର ଘୋଷଣା କରିଛନ୍ତି । ଏଥିସହ ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ଦ୍ୱିତୀୟ ପୁତ୍ର ବିଜୟେନ୍ଦ୍ର ଶିମୋଗା ଜିଲ୍ଲାର ସେମାନଙ୍କ ପରିବାରର ଗଡ଼ ଭାବେ ପରିଚିତ ଶିକାରୀପୁରା ବିଧାନସଭା ଆସନରୁ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ମଧ୍ୟ କହିଛନ୍ତି । ନିର୍ବାଚନ ରାଜନୀତିରୁ ତାଙ୍କର ଅବସର ସଂପର୍କରେ ସୂଚନା ଦେଇ ଶ୍ରୀ ୟେଦୁରପା […]
୩ ରାଜ୍ୟରୁ ଗୋଟିଏ ବି ଭୋଟ ପାଇନାହାନ୍ତି ଯଶୱନ୍ତ ସିହ୍ନା
Published On
By Samaya Live
ଦିଲ୍ଲୀ: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି । ଏହାର ମୂଲ୍ୟ ୬,୭୬,୮୦୩ । ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା । ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ […]
ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଆସନ୍ତା ୨୦ରେ ଶୁଣାଣି କରିବେ ତିନିଜଣିଆ ଖଣ୍ଡପୀଠ
Published On
By Samaya Live
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୦ରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସମ୍ପର୍କରେ ଆବେଦନର ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଏନଭି ରମଣାଙ୍କ ନେତୃତ୍ୱରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି । ବୁଧବାର ଦିନ (ଜୁଲାଇ ୨୦) ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସମ୍ବନ୍ଧୀୟ ଆବେଦନର ଶୁଣାଣି ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଏନଭି ରମଣା ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠର ନେତୃତ୍ୱ ନେବେ । […]
ନିଜ କଥା ରଖିଲା ଆପ୍: ୧ ଏପିଲ୍ରୁ ପଞ୍ଜାବରେ ମାଗଣା ବିଜୁଳୀ
Published On
By Samaya Live
ଚଣ୍ଡୀଗଡ଼: ମାର୍ଚ୍ଚ ୧୫: ପଞ୍ଜାବ ନିର୍ବାଚନ ସମୟରେ ଆପ୍ ଦଳର ମୁଖିଆ ଅରବିନ୍ଦ କେଜରୀୱାଲ ଭୋଟରମାନଙ୍କୁ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଗରୀବ ପରିବାରକୁ ମାଗଣାରେ ପ୍ରତିଶ୍ରୁତି ଦେଇଥିଲେ । ଏବେ ତାହାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ଏବେ ପଞ୍ଜାବର ଆପ୍ ସରକାର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଓ ଗରୀବ ପରିବାରକୁ ମାଗଣାରେ ମାସିକ ୩୦୦ ୟୁନିଟ ବିଜୁଳୀ ଯୋଗାଇଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।ଏନେଇ ଆପ୍ କେନ୍ଦ୍ରୀୟ କମିଟି […]

