india south africa t 20 match
ଜିଲ୍ଲା  ଖେଳ 

ଟି ୨୦ ପାଇଁ ଶେଷ ହେଲା ସମସ୍ତ ପ୍ରସ୍ତୁତି

ଟି ୨୦ ପାଇଁ ଶେଷ ହେଲା ସମସ୍ତ ପ୍ରସ୍ତୁତି କଟକ: ଜୁନ ୯: କଟକ ବାରବାଟୀ ଷ୍ଟାଡିୟମରେ ଟି ୨୦ ମ୍ୟାଚ୍‌ ପାଇଁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ତେବେ ଟିକେଟ୍‌ ପାଇଁ ଗତକାଲି ରାତିରୁ କ୍ରିକେଟପ୍ରେମୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି । ଟିକେଟ୍‌ ବିକ୍ରି ପାଇଁ କାଉଣ୍ଟର ଆଗରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏତେ ଭିଡ଼ ଯେ ଟିକେଟ୍‌ ପାଇଁ ଠେଲାପେଲା, ପାଟିତୁଣ୍ଡ ସହ […]
Read More...

Advertisement