India lost 40 CRPF bravehearts
ଦେଶ- ବିଦେଶ 

ଆଜି ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ୩ୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ

ଆଜି ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ୩ୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ ଦିଲ୍ଲୀ: ଫେବୃଆରୀ ୧୪: ପୁଲ୍‌ୱାମାରେ ହେଇଥିବା ଆକ୍ରମଣକୁ ଆଜିକୁ ୩ ବର୍ଷ ପୂରିଲା । ୧୪ ଫେବୃଆରୀ ୨୦୧୯ରେ ପାକିସ୍ତାନର ଆତଙ୍କବାଦୀ ଭାରତୀୟ ସୁରକ୍ଷା ବଳୟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଆମ ଦେଶର ୪୦ ଜଣ ଯବାନ ସହିଦ ହୋଇଥିଲେ । ଆଜି ୩ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଏବଂ ଆମ ଦେଶ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ସେବାକୁ ମନେ ପକାଉଛନ୍ତି । I […]
Read More...

Advertisement