India data on COVID
ଦେଶ- ବିଦେଶ 

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୫,୧୦୧ ରେ ପହଁଚିଲା

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୫,୧୦୧ ରେ ପହଁଚିଲା ଭୁବନେଶ୍ୱର: ମେ ୨୩: ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୫,୧୦୧ ରେ ପହଁଚିଲା l ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨୫୦ ଜଣ ସୁସ୍ଥ ହେଇଛନ୍ତି ଏବଂ ୬,୬୫୪ ଟି ନୂଆ case ଚିହ୍ନଟ ହେଇଛି l ତେବେ, ଏ ପର୍ଯ୍ୟନ୍ତ ୫୧,୭୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଥିବାବେଳେ, ୬୯,୫୯୭ ଜଣ କରୋନା patient ଏବେ ଚିକିତ୍ସିତ ହେଉଛନ୍ତି l ରାଜ୍ୟ […]
Read More...

Advertisement